ଦେଶର ବିଭିନ୍ନ ସହରରେ ନିର୍ମାଣ ହେବ ୧୦୦ ଷ୍ଟିଟ୍ ଫୁଡ୍ ହବ୍ , ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ//କେନ୍ଦ୍ର ସାଧାରଣ ବଜେଟ୍: ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ୍ ପାର୍କ ପ୍ରତିଷ୍ଠା ହେବ, ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ , ପିପିପି ମୋଡ୍ରେ ନିର୍ମାଣ ହେବ ରେଣ୍ଟାଲ ହାଉସିଂ ବ୍ୟବସ୍ଥା//ବଜେଟ୍ରେ ୯ଟି କ୍ଷେତ୍ରକୁ ଫୋକସ୍: ୧. କୃଷି କ୍ଷେତ୍ରରେ ଉତ୍ପାଦକତା ଏବଂ ସ୍ଥିରତା, ୨. ରୋଜଗାର ଏବଂ ଦକ୍ଷତା, ୩. ସମାବେସୀ ମାନବ ସମ୍ବଳ ବିକାଶ ଏବଂ ସାମାଜିକ ନ୍ୟାୟ, ୪. ବିନିର୍ମାଣ ଏବଂ ସେବା, ୫. ସହରୀ ବିକାଶ, ୬. ଶକ୍ତି ସୁରକ୍ଷା, ୭. ଭିତ୍ତିଭୂମି, ୮. ଅଭିନବ, ଅନୁସନ୍ଧାନ ଏବଂ ବିକାଶ, ୯. ଆଗାମୀ ପିଢିର ଉନ୍ନତି//ଓଡ଼ିଶା ପର୍ଯ୍ୟଟନସ୍ଥଳୀ ପାଇଁ ବଜେଟରେ ବିଶେଷ ଘୋଷଣା କଲେ ଅର୍ଥମନ୍ତ୍ରୀ, ଓଡ଼ିଶାର ପର୍ଯ୍ୟଟନସ୍ଥଳୀକୁ ବିଶ୍ୱସ୍ତରୀୟ କରାଯିବ, ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ//ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ମୁଦ୍ରା ଋଣ ୧୦ଲକ୍ଷରୁ ୨୦ଲକ୍ଷକୁ ବୃଦ୍ଧି, ବଜେଟରେ ବିହାର, ଆନ୍ଧ୍ର ପାଇଁ ବିଶେଷ ଘୋଷଣା କଲେ ଅର୍ଥମନ୍ତ୍ରୀ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜର ବିକାଶ ହେବ, ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ, ଆନ୍ଧ୍ରପ୍ରଦେଶ ବିଶେଷ ଘୋଷଣା, ପୋଲାଭରମ୍ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ, ପୋଲାଭରମ ଆନ୍ଧ୍ରର ଜୀବନ ରେଖା-ଅର୍ଥମନ୍ତ୍ରୀ //୧୧ଟା ୩୦ ଯାଏଁ ଗୃହ ମୁଲତବୀ, ଓଡ଼ିଆ ଅସ୍ମିତା ବିରୋଧରେ ବିଜେପି ସରକାରଙ୍କୁ ଟାର୍ଗେଟ, ପ୍ରଶ୍ନୋତ୍ତର କାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ରାଜ୍ୟପାଳଙ୍କ ପୁଅ ଗିରଫ ଦାବିରେ ଗୃହରେ ହଟ୍ଟଗୋଳ//ବାରିପଦା ଖୁଣ୍ଟା ଥାନା ବାଲିଯୋଡା ଗାଁରେ ସ୍ଵାମୀର ବର୍ବରକାଣ୍ଡ: ପାରିବାରିକ କଳହରୁ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍//କଟକ ମଧୁପାଟଣା ଥାନା ସମ୍ମୁଖ ଡ୍ରେସ୍ ଦୋକାନରୁ ଲୁଟ୍ , ସିସି ଟିଭିରେ ଲୁଟ୍ ବେଳର ଦୃଶ୍ୟ କଏଦ//ଆସନ୍ତା ୩ ଘଣ୍ଟା ପାଇଁ ୬ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା: ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ, ଗଜପତି ଜିଲ୍ଲାକୁ ସତର୍କତା, ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା//ବର୍ଷାରେ ବେହାଲ ଗୁଜୁରାଟ ଏବଂ ମହାରାଷ୍ଟ୍ରର ବିଭିନ୍ନ ସହର: ପୋରବନ୍ଦର, ସୁରତ ଏବଂ ମୁମ୍ବାଇରେ ସାଧାରଣ ଜୀବନ ଯାତ୍ରା ସାଂଘାତିକ , ଘରୁ ବାହାରିପାରୁନାହାନ୍ତି ଲୋକେ, ବର୍ଷା ବିତ୍ପାତରେ ମହାରାଷ୍ଟ୍ରରେ ୩ ଜଣଙ୍କର ମୃତ୍ୟୁ ସୂଚନା
ଗୃହରେ ବିରୋଧୀଙ୍କ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବୀ
20
previous post