Wednesday, November 27, 2024
Wednesday, November 27, 2024
Home ଆମ ଓଡ଼ିଶା ଗଣେଷ ଭସାଣବେଳେ ୨ ଯୁବକଙ୍କୁ ଛୁରାମାଡ

ଗଣେଷ ଭସାଣବେଳେ ୨ ଯୁବକଙ୍କୁ ଛୁରାମାଡ

by
0 comment

ଥାନାରେ ମହିଳା ଏସଆଇଙ୍କୁ କାମୁଡ଼ିଲେ ମେଜରଙ୍କ ବାନ୍ଧବୀ, ଅଭିଯୋଗ ଲିଖିତ ଆକାରରେ ଦେବାକୁ କହିବାରୁ ପୁଲିସ କର୍ମଚାରୀଙ୍କୁ କଲେ ଆକ୍ରମଣ, ୪ କର୍ମଚାରୀ ଆହତ // ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବଡ ଘୋଷଣା: ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡିବେ କହିଲେ କେଜ୍ରିଓ୍ବାଲ୍ , ଅଗ୍ନି ପରୀକ୍ଷା ପାଇଁ ପ୍ରସ୍ତୁତ ଥିବା କହିଲେ, ମୁଁ ଓ ସିସୋଦିଆ ଜନତାଙ୍କ ପାଖକୁ ଯିବୁ , ସେମାନେ ନିଷ୍ପତ୍ତି ନେବେ, ଜନତା ନିଜ ନିଷ୍ପତ୍ତି ନ ଜଣାଇବା ଯାଏଁ ମୁଖ୍ୟମନ୍ତ୍ରୀ ପଦରେ ରହିବିନି, ମନୀଷ ସିସୋଦିଆ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେନି//କୋଠା ଭୁଶୁଡ଼ି ୧୦ ମୃତ, ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି ୫ ଜଣ, ଉଦ୍ଧାରକାର୍ଯ୍ୟ ଜାରି, ଉତ୍ତରପ୍ରଦେଶର ମିରଟ ସହରରେ ଥିବା ଜାକିର କଲୋନୀରେ ଭୁଶୁଡ଼ି ପଡ଼ିଲା ୩ ମହଲା କୋଠା // ଆଜି ଓଡ଼ିଶାରେ ଗଡ଼ିଲା ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ,ଭିଡିଓ କନଫରେନ୍ସ ଜରିଆରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ ବ୍ରହ୍ମପୁରରୁ ଟାଟାନଗର ଏବଂ ଅନ୍ୟଟି ରାଉରକେଲାରୁ ହାଓଡ଼ା ଚଳାଚଳ କରିବ, ବ୍ରହ୍ମପୁର ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୋଗଦାନ, ରାଉରକେଲା ଷ୍ଟେସନ କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟପାଳ ରଘୁବର ଦାସ, ସାରା ଭାରତରେ ୬ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ //ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ସହରାପାଲି ଗାଁରେ ଅଘଟଣ : ଲଗାଣ ବର୍ଷାରେ ଭୁଷୁଡିଲା କାନ୍ଥ, ଜେଜେ ମା’ ମୃତ, ୨ ଗୁରୁତର//ରାଜଧାନୀରେ ଆରମ୍ଭ ହେଲା ସୁଭଦ୍ରା ଯୋଜନା ସ୍ଵାଗତ ପଦଯାତ୍ରା : ଗିରି ଦୁର୍ଗା ମନ୍ଦିରଠାରୁ ରମାଦେବୀ ବିଶ୍ଵ ବିଦ୍ୟାଳୟ ଛକ ପର୍ଯ୍ୟନ୍ତ ପଦଯାତ୍ରା, ସାମିଲ ହେଲେ ଦୁଇ ଉପମୁଖ୍ୟମନ୍ତ୍ରୀ, ଯୋଜନା ବାବଦରେ ସଚେତନତା ସୃଷ୍ଟି ପାଇଁ ସାରା ରାଜ୍ୟରେ ଚାଲିବ ସପ୍ତାହେ ବ୍ୟାପୀ କାର୍ଯ୍ୟକ୍ରମ//ବାରିପଦାର ପୃଥକ ପୃଥକ ଦୁଇଟି ସ୍ଥାନରେ ଦୁର୍ଘଟଣା: ରଙ୍ଗାମାଟିଆ ଲୁଲୁଙ୍ଗ ରାସ୍ତାରେ ଗଛରେ ପିଟି ହେଲା ବୋଲେରୋ, ୪ ମୃତ ୯ ଆହତ//ପାଲବଣି ବାଇପାସରେ ଟ୍ରକକୁ ପଛରୁ ପିଟି ଦୁଇ ବାଇକ୍ ଆରୋହୀ ମୃତ//ବଲାଙ୍ଗୀର ସଦର ଥାନା ମାଧିଆପାଲିରେ ମର୍ମନ୍ତୁଦ ଦୁର୍ଘଟଣା: ଅଜଣା ଗାହି ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ//ଭବାନୀପାଟଣା: ଲାଞ୍ଜିଗଡ ବେଦାନ୍ତର ରେଡ୍ ମଡ୍ ପୋଖରୀ ଭାଙ୍ଗିଲା , ବେଦାନ୍ତ ନିକଟ ବସନ୍ତପଡା ସମେତ ନିକଟସ୍ଥ ଗାଁକୁ ମାଡିଗଲା ପାଣି , ଲୋକେ ଆତଙ୍କିତ//କୋଣାର୍କ ବନଖଣ୍ଡ ପେଟ୍ରୋଲ ପମ୍ପ ନିକଟରେ ଅଭାବନୀୟ ଘଟଣା: ରାସ୍ତା କଡରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ମହିଳାଙ୍କୁ ହତ୍ୟା ପରେ ଫିଙ୍ଗି ଦେଇଥିବା ସନ୍ଦେହ, ପୁଲିସର ତଦନ୍ତ ଜାରି//ଗଭୀର ଅବପାତର ପ୍ରଭାବରେ ରାଜ୍ୟରେ ଆଜି ବି ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ସତର୍କତା, ସୁନ୍ଦରଗଡ, ଝାରସୁଗୁଡା ଏବଂ ସମ୍ବଲପୁରରେ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଚେତାବନୀ, କାଲିଠୁ ବଦଳିବ ପାଗ//ଶ୍ରୀମନ୍ଦିରରେ ଆଜି ବାମନ ଜନ୍ମ ନୀତି, ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od