Friday, January 10, 2025
Friday, January 10, 2025
Home ଆମ ଓଡ଼ିଶା ଗଙ୍ଗା ସଫେଇ ସଚେତନତା ଅଭିଯାନରେ ଓଡ଼ିଆ ଝିଅ ଦୀପ୍ତିମୟୀ

ଗଙ୍ଗା ସଫେଇ ସଚେତନତା ଅଭିଯାନରେ ଓଡ଼ିଆ ଝିଅ ଦୀପ୍ତିମୟୀ

by
0 comment

ଡିସେମ୍ବର ୧୫ରେ ହେବ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ପ୍ରାରମ୍ଭିକ ପରୀକ୍ଷା, ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ପରୀକ୍ଷାକୁ ସ୍ଥଗିତ ରଖିଥିଲା ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) // ୨୦୨୭ରେ ସରିବ ମେଟ୍ରୋ ରେଳ ପ୍ରକଳ୍ପ, ମାଟି ପରୀକ୍ଷା ରିପୋର୍ଟ ମିଳିବା ପରେ ଆରମ୍ଭ ହେବ ଫାଉଣ୍ଡେସନ କାର୍ଯ୍ୟ, ୩ଟି କୋଚ୍ ଥିବା ୧୩ଟି ମେଟ୍ରୋ ଟ୍ରେନ କିଣିବାକୁ ସରକାରଙ୍କ ଯୋଜନା, ପ୍ରତି ୧୦ ମିନିଟ ବ୍ୟବଧାନରେ ଚାଲିବ ମେଟ୍ରୋ ଟ୍ରେନ // ମୋ ବସ ବେଗ ଉପରେ ଲାଗିଲା ରୋକ୍, ଏଣିକି ଘଣ୍ଟା ପ୍ରତି ୪୦ କିଲୋମିଟରରୁ ଅଧିକ ବେଗରେ ଯାଇପାରିବନି ମୋ ବସ୍, ବସରେ ସ୍ପିଡ୍ ଗଭର୍ଣ୍ଣର ଲାଗିବା ନେଇ ସୂଚନା ଦେଲେ ଯୋଗାଣ ଓ ପରିବହନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର // ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଲେ-ବିଶ୍ଵ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ପ୍ରସାର ସହିତ ଭାରତ ଓ ଆମେରିକାବାସୀଙ୍କ ଉନ୍ନତି ନିମନ୍ତେ ଏକାଠି କାର୍ଯ୍ୟ କରିବା // ବିଜେପିରେ ସାମିଲ ହେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ: ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହେଲେ//ଭିଜିଲାନ୍ସ ଜାଲରେ ଇଡକୋ ଜୁନିୟର ମ୍ୟାନେଜର, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସଭବନ , ଅଫିସ, ଅନ୍ୟ ସ୍ଥାନରେ ଚଢାଉ, ଭୁବନେଶ୍ଵର, ପୁରୀ, ଖୋର୍ଦ୍ଧା ଆଦି ୬ଟି ସ୍ଥାନରେ ଏକକାଳୀନ ଚଢାଉ//ଆମେରିକା ରାଷ୍ଟ୍ରପତି ରେସ୍ : ପ୍ରାରମ୍ଭିକ ଫଳାଫଳ ଅନୁସାରେ ଆଗରେ ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ, ଟ୍ରମ୍ପକୁ ୧୦୧ ଏବଂ କମଲା ହାରିସଙ୍କୁ ୭୧ ଭୋଟ୍, ନିର୍ବାଚନ ଜିତିବାକୁ ଆବଶ୍ୟକ ୨୭୦ ମ୍ୟାଜିକ୍ ନମ୍ବର//ସମ୍ବଲପୁର ମାନେଶ୍ଵର ହାଟପଦା ଅଞ୍ଚଳରେ ଅଘଟଣ : ଘରେ ନିଆଁ ଲାଗି ଜଳିଗଲେ ମାଆ , ଝିଅ, ଘରେ ଶୋଇଥିବାବେଳେ ଲାଗିଲା ନିଆଁ , ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ପୁଲିସର ଛାନଭିନ୍ ଜାରି//ପୋଲସରା : ମା ତାରା ତାରିଣୀ ମନ୍ଦିରରୁ ଚୋରି, ମାଙ୍କ ସୁନା ଓ ରୁପା ଅଳଙ୍କାର ଚୋରି ଅଭିଯୋଗ , ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି , ଘଟଣାସ୍ଥଳରେ ପୁରୁଷୋତ୍ତମ ଥାନା ପୁଲିସର ତଦନ୍ତ ଜାରି//ହିତାଧିକାରୀଙ୍କୁ ମିଳିବ ଆଗୁଆ ୧୫କିଲୋ ଚାଉଳ, ରାଜ୍ୟ ଖାଦ୍ୟ ଯୋଜନାରେ ୧.୩୧ଲକ୍ଷ ଶ୍ରମିକ ହେବେ ସାମିଲ//କୋଣାର୍କ ଗୋପ ରାସ୍ତା ଝୁଣେଇ ବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍ , ଦୁଇ ମୃତ, ଡ୍ରାଇଭର ଗୁରୁତର, ଭୁବନେଶ୍ଵରରୁ କୋଣାର୍କ ଆସୁଥିବାବେଳେ ଅଘଟଣ//ବାତିଲ ହେଲା ହ୍ୟୁଷ୍ଟନ ଇସ୍କନ ରଥଯାତ୍ରା, ପରିବର୍ତ୍ତେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ//ହିତାଧିକାରୀଙ୍କୁ ମିଳିବ ଆଗୁଆ ୧୫କିଲୋ ଚାଉଳ, ରାଜ୍ୟ ଖାଦ୍ୟ ଯୋଜନାରେ ୧.୩୧ଲକ୍ଷ ଶ୍ରମିକ ହେବେ ସାମିଲ//ପରଲୋକରେ ଲୋକ ଗାୟିକା ଶାରଦା ସିହ୍ନା: କ୍ୟାନ୍ସରରେ ପୀଡିତ ଥିବାରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ, ବିହାର କୋକିଳା ଭାବେ ଥିଲେ ପରିଚିତ, ଛଟ୍ ପୂଜା ଗୀତ ଗାଇ ହୋଇଥିଲେ ପ୍ରସିଦ୍ଧ, ଶାରଦା ସିହ୍ନାଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od