Saturday, January 11, 2025
Saturday, January 11, 2025
Home ଆମ ଓଡ଼ିଶା କେନାଲରେ ଭାସି ୨ ନାବାଳକ ନିଖୋଜ

କେନାଲରେ ଭାସି ୨ ନାବାଳକ ନିଖୋଜ

by
0 comment

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ୍‌: ଡେରୋନ ଏସ୍‌ମୋଗ୍ଲୁ, ସାଇମନ ଜନ୍‌ସନ୍‌ ଓ ଜେମ୍‌ସ ଏ. ରବିନ୍‌ସନ୍‌ଙ୍କୁ ମିଳିତ ଭାବେ ଅର୍ଥନୀତିରେ ମିଳିବ ନୋବେଲ୍‌ // ନିର୍ବାଚନ ପୂର୍ବରୁ ସିନ୍ଦେ ସରକାରଙ୍କ ବଡ ଘୋଷଣା, ମୁମ୍ବାଇରେ ଟୋଲ ଫି ହେଲା ମାଗଣା, ମୁମ୍ବାଇକୁ ସଂଯୋଗ କରୁଥିବା ୫ଟି ଟୋଲ ଗେଟରେ ଏହି ସୁବିଧା ଉପଲବ୍ଧ ହେବ//ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା: ଜାତୀୟ ମାନବ ଅଧିକାର ଆୟୋଗରେ ଅଭିଯୋଗ, ତଦନ୍ତରେ ଦିଲ୍ଲୀ ପୁଲିସ ଅବହେଳା କରୁଥିବା ମାନବ ଅଧିକାର କର୍ମୀ ଜୟନ୍ତ କୁମାର ଦାସଙ୍କ ଅଭିଯୋଗ//ଦୁର୍ଗା ଭସାଣରେ ବାଜିବ ଡିଜେ, ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କ ସୂଚନା, ଭସାଣରେ ଡିଜେ ବାଜିବ, ହେଲେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ//ସାଲେପୁର: ଭଣଜାକୁ ୨୦ହଜାର ଟଙ୍କାରେ ବିକି ଦେଲା ମାମୁଁ//ଇସ୍ରାଏଲର ମିଲିଟାରୀ ବେସ୍‌‌ ଉପରେ ହେଜବୁଲ୍ଲାର ଡ୍ରୋନ୍‌‌ ମାଡ, ୪ଇସ୍ରାଏଲ ସୈନିକ ମୃତ, ୫୮ଆହତ//ଦିଲ୍ଳୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଏମ୍ସରେ ଚାଲିଛି ପୀଡିତାଙ୍କ ଚିକିତ୍ସା, ସିସିଟିଭି ଆଧାରରେ ଚାଲିଛି ତଦନ୍ତ, ଦିଲ୍ଲୀ ପୁଲିସ କମିସନରଙ୍କ ସହ କଥା ହେଲେ ଓଡ଼ିଶା ଡିଜିପି//ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ // ସରିଲା ଦୁର୍ଗାପୂଜା। ଆଜି ମେଲାଣି ନେବେ ଜଗତଜନନୀ ମା ଦୁର୍ଗା, ଭସାଣି ପାଇଁ ଭୁବନେଶ୍ୱରରେ ଦିନ ୩ଟାରୁ ଟ୍ରାଫିକ କଟକଣା, ଦିନ ୩ଟାରୁ ଭସାଣି ଶେଷ ହେବା ଯାଏଁ କଟକଣା ବଳବତ୍ତର ରହିବ// ମେଢ ଗୁଡ଼ିକ ଯିବାକୁ ଥିବା ମୁଖ୍ୟ ରାସ୍ତା ପାଇଁ କଟକଣା ଜାରି, ଭସାଣି ଶେଷ ଯାଏ ବାଣୀବିହାର-ରାଜମହଲ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ// ବିମାନକୁ ବୋମାରେ ଉଡାଇବାକୁ ଧମକ, ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମାକୁ ନେଇ ଭୟ, ମଝି ଆକାଶରେ ବିମାନକୁ କରାଗଲା ଡାଇଭର୍ଟ// ୬ ବର୍ଷ ପରେ ଜମ୍ମୁକାଶ୍ମୀରରୁ ହଟିଲା ରାଷ୍ଟ୍ରପତି ଶାସନ, ସରକାର ଗଠନ ପାଇଁ ଓମାରଙ୍କ ଲାଗି ଫିଟିଲା ବାଟ, ଆସନ୍ତା ୧୬ ତାରିଖରେ ଏନସି ମେଣ୍ଟ ସରକାର ଶପଥ ଗ୍ରହଣ କରିପାରେ , ୨୦୧୮ ଜୁନ୍‌‌ ୧୯ରେ ଲାଗୁ ହୋଇଥିଲା ରାଷ୍ଟ୍ରପତି ଶାସନ// ଯାଜପୁର: ବାଇକକୁ ଧକ୍କା ଦେଇ ଜଳିଗଲା ବସ୍‌‌, ଏନଏଚ-୧୬ ଛତିଆ ନିକଟରେ ଦୁର୍ଘଟଣା, ବାଇକ ଆରୋହୀ ମୃତ, ୨ଯାତ୍ରୀ ଗୁରୁତର//

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od