ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଆଗାମୀ ୫ ଦିନ ଯାଏଁ ଲାଗି ରହିବ ବର୍ଷା // ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କ୍ଵାର୍ଟର୍ସ ଭଙ୍ଗା ପ୍ରସଙ୍ଗ: କହିଲେ ନିୟମ ଅନୁସାରେ ଭଙ୍ଗା ଯାଉଛି, ଜିଏ ବିଭାଗ ନୋଟିସ୍ କରିଥିଲେ, ୧୫ ସୁଦ୍ଧା ଛାଡିବି କ୍ଵାର୍ଟର୍ସ , ଯେମିତି ନେଇଥିଲି ସେମିତି ଛାଡିବି//ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ.. ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଉପସ୍ଥିତ.. ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ.. // ପୁଣି ଲୋକସଭା ବାଚସ୍ପତି ହୋଇପାରନ୍ତି ଓମ୍ ବିର୍ଲା, ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ଓମ୍ ବିର୍ଲା.. // ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଲିସର ଏନକାଉଣ୍ଟର: ଜଣେ ନକ୍ସଲ ନିହତ, ଅନ୍ୟ ମାଓବାଦୀଙ୍କ ଛତ୍ରଭଙ୍ଗ, ଏସଏଲଆର ବନ୍ଧୁକ ସହ ମାଓ ସାମଗ୍ରୀ ଜବତ//ଆଜି ବାଚସ୍ପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଏନଡିଏ, ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ//ସ୍ଵାଭାବିକ ହେଉଛି ବାଲେଶ୍ଵରର ସ୍ଥିତି: ସହଦେବଖୁଣ୍ଟା ଅଞ୍ଚଳରେ ସକାଳ ୫ରୁ ରାତି ୯ ଏବଂ ଟାଉନ୍ ଥାନା ଅଞ୍ଚଳରେ ସକାଳ ୫ଟା ରୁ ସନ୍ଧ୍ୟା ୫ଟା ଯାଏଁ କୋହଳ କର୍ଫ୍ୟୁ , ମୋବାଇଲ ଇଣ୍ଟରନେଟ୍ ସେବା ବି ସ୍ଵାଭାବିକ//ଆଜି କଳା ଦିବସ ପାଳିବ ବିଜେପି: ଜିଲ୍ଲା ଓ ରାଜ୍ୟସ୍ତରରେ କଳା ଦିବସ ପାଳିବ ଦଳ , ୧୯୭୫ ଜୁନ୍ ୨୫ ରେ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଘୋଷଣାକୁ ବିରୋଧ କରି ପ୍ରତିବାଦ, ଜୁନ୍ ୨୫କୁ କଳା ଦିବସ ଭାବେ ପାଳୁଛି ବିଜେପି//ଆସନ୍ତାକାଲି ବଙ୍ଗୋପସାଗରରେ ହୋଇପାରେ ଘୂର୍ଣ୍ଣିବଳୟ: ପ୍ରଭାବରେ ସାରା ରାଜ୍ୟରେ ବଢିପାରେ ବର୍ଷା, କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ, ୩ଦିନ ଧରି ଉପକୂଳ, ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା//ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ଭାରତ: ୨୪ ରନ୍ ରେ ହାରିଲା କଙ୍ଗାରୁ ଦଳ , ଭାରତ ଦେଇଥିଲା ୨୦୬ ରନ୍ ର ବିଜୟ ଲକ୍ଷ୍ୟ, ୨୭ରେ ଭାରତ-ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ଟକ୍କର
କେଜରିୱାଲ ସିବିଆଇ ଦ୍ବାରା ଗିରଫ
89
previous post