ଭରତପୁର ଥାନା ମାମଲା: ଆଗୁଆ ଜାମିନ ଆବେଦନ କଲେ ୫ ନିଲମ୍ବିତ ପୁଲିସ // ଭଞ୍ଜନଗର : ଭାରସାମ୍ୟ ହରାଇ ଅଟୋ ଓଲଟି ୮ ଜଣ ମହିଳା ଗୁରୁତର // ବିନିକା : ଝାଡାବାନ୍ତିରେ ୨ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ // ଝାଡଖଣ୍ଡ ପଶ୍ଚିମ ସିଂହଭୂମ ଜଗନ୍ନାଥପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦ୍ବୋଧନ,ହେମନ୍ତ ସୋରେନ ସରକାରଙ୍କୁ ଟାର୍ଗେଟ କଲେ ମୋହନ ମାଝୀ.. // ଖୋର୍ଦ୍ଧା : ସ୍କୁଲ ଛାତରୁ ସିଲିଂ ଖସି ୨ ଛାତ୍ରୀ ଓ ଶିକ୍ଷକ ଆହତ,ଧଳାପଥର ବାଳିକା ବିଦ୍ୟାଳୟରେ ଅଘଟଣ // ଖରାପମାନର ଛତୁଆକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉଦ୍ବେଗ.. ଛତୁଆ ବଦଳରେ ଏବେ ମାଣ୍ଡିଆ ଦେବା ପାଇଁ ବିଭାଗ ଚିନ୍ତା କରୁଥିବା କହିଲେ..ସବୁଆଡେ ଛତୁଆ ନୁହେଁ ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବ // ଚିତ୍ରକୋଣ୍ଡା: ଚାଲାଣ ବେଳେ ୧ ଟନ୍ କଇଁଛ ଜବତ, ୨ ଗିରଫ.. // ତିରୁପତି ଲଡୁ ବିବାଦ: ସୁପ୍ରିମକୋର୍ଟରେ ଶୁଣାଣି ଜାରି, ଆନ୍ଧ୍ରପ୍ରଦେଶ ସରକାରଙ୍କୁ ସମାଲୋଚନା କଲେ ସୁପ୍ରିମକୋର୍ଟ, କହିଲେ ଭଗବାନଙ୍କୁ ରାଜନୀତିଠୁ ଦୂରେଇ ରଖାଯିବା ଦରକାର // ଭୁବନେଶ୍ଵର-କଟକ କମିଶନରେଟ ପୁଲିସର ନୂଆ କମିଶନର ଭାବେ ଦାୟିତ୍ଵ ଗ୍ରହଣ କଲେ ସୁରେଶ ଦେବଦତ୍ତ ସିଂହ // ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ଇନଭର୍ଟର ଫାଟି ଅଗ୍ନିକାଣ୍ଡ : ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଘଟଣ , କେହି ଆହତ ହୋଇନଥିବା ସୂଚନା, ନିଆଁ ଲିଭା କାର୍ଯ୍ୟରେ ଖୋର୍ଦ୍ଧା ଅଗ୍ନିଶମବାହିନୀ ନିୟୋଜିତ//କଳାହାଣ୍ଡି କେସିଙ୍ଗା ରେଞ୍ଜରେ ଗାତରେ ଫସିଛି ହାତୀ: ଉଦ୍ଧାର ପାଇଁ ବନ ବିଭାଗକୁ ଖବର ଦେଲେ ସ୍ଥାନୀୟ ଲୋକ, ରବିବାର ରାତିରୁ ଫସି ରହିଥିବା ସୂଚନା, ଗତ କିଛି ଦିନ ହେଲା ୨୦ ହାତୀ କେସିଙ୍ଗା ଅଞ୍ଚଳରେ କରୁଥିଲେ ଉତ୍ପାତ//ଭବାନୀପାଟଣାସ୍ଥିତ ଘରୋଇ କଲେଜରେ ଯୁକ୍ତ ଦୁଇ ଛାତ୍ରଙ୍କୁ ରାଗିଂ ଅଭିଯୋଗ: ପ୍ରାଣ ବିକଳରେ ହଷ୍ଟେଲ ଛାତରୁ ଡେଇଁ ପଡି ଛାତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି, ରାଗିଂ ନେଇ ଟାଉନ୍ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ, ପୁଲିସର ତଦନ୍ତ ଜାରି//ଭରତପୁର ଥାନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ, ଭୁବନେଶ୍ୱର ସର୍କିଟ ହାଉସରେ ବସିଲା ପ୍ରଥମ ବୈଠକ, ଘଟଣାକୁ ନେଇ ସତ୍ୟପାଠ ଆହ୍ୱାନ କରାଯିବ-କମିଶନ ସଚିବ, ସତ୍ୟପାଠ ଯାଞ୍ଚ କରାଯାଇ ତଦନ୍ତ ଆଗେଇବା ସହ ସାକ୍ଷ୍ୟଗ୍ରହଣ ଆରମ୍ଭ କରାଯିବ, ଘଟଣାରେ ନିଲମ୍ବିତ ପୁଲିସ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା ହେବ//ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଡପାନି ରାସ୍ତାରେ ଅଭାବନୀୟ ଘଟଣା: ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଦୁଇ ବାଇକ୍, ଚାଳକ ଜୀବନ୍ତ ଦଗ୍ଧ//ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ସମ୍ମାନ, ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ମିଳିବ ଏହି ସମ୍ମାନ, ଏକ୍ସରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ସମାରୋହରେ ମିଳିବ //ଯାଜପୁର ଏନଏଚ୍ ୧୬ ଜାରକା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକକୁ ପିଟିଲା ବସ୍, ଜଣେ ମୃତ, ୨୦ ଆହତ, ଗୁରୁତର ଦୁଇ ଜଣଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର//ପୁଣି ଖାକି ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ: ଅଭିଯୁକ୍ତକୁ ଧରିବା ଆଳରେ କନ୍ଧମାଳ ପୁଲିସ୍ ଗାଡି ଚପାଇ ମାରିଦେଇଥିବା ଅଭିଯୋଗ , ପରିବାର ଲୋକଙ୍କ ଏତଲା ଆଧାରରେ ହତ୍ୟା ମାମଲା ରୁଜ୍ଜୁ କରି ଚାଲିଛି ତଦନ୍ତ, ଡିଏସପିଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଥିବା କହିଲେ ଫୁଲବାଣୀ ଏସଡିପିଓ//ଉତ୍ତେଜନା ପରେ ଭଦ୍ରକକୁ ଫେରୁଛି ଶାନ୍ତି ସ୍ଵାଭାବିକ ହେଉଛି ସ୍ଥିତି: ପୁରୁଣା ବଜାର, ଧାମନଗର ଏନସିରେ ଧାରା ୧୬୩ ଜାରି, ଆଉ ୪୮ ଘଣ୍ଟା ବଢିଲା ମୋବାଇଲ ଇଣ୍ଟରନେଟ୍ ସେବା କଟକଣା//ମୂର୍ତ୍ତି ବିସର୍ଜନ ବେଳେ ଫୁଟିଲା ବାଣ: ଜଣଙ୍କର ମୃତ୍ୟୁ, ଆଉ ଜଣେ ଗୁରୁତର, ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଅଘଟଣ, ପୁଲିସର ତଦନ୍ତ ଜାରି// ଅକ୍ଟୋବର ୬ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ୧୦ ଯାଏଁ ଲାଗି ରହିବ ବର୍ଷା
କଟକରେ ପାର୍ବଣ ସମୟରେ ଡିଜେ, ଏଲଇଡି ଲାଇଟ୍ ଓ ଫାୟାରଗନ୍ ମନା
6
previous post