3
ନରାଜ ଆନିକଟଠାରେ ପାଣି ଅଳ୍ପ ଥିବାରୁ ନଦୀ ତଟ ନିକଟରେ ମାଛ ଧରା ଡଙ୍ଗାଗୁଡିକ ପଡିରହିଛି
ନରାଜ ଆନିକଟଠାରେ ଜାଲ ପକାଇ ଧୀବର ମାଛ ଧରୁଛନ୍ତି
କଳିଙ୍ଗ ଷ୍ଟାଡିୟମରେ ଆଇଏସ୍ଏଲ୍ ଇଣ୍ଡିଆନ୍ ସୁପର ଲିଗ୍: ଓଡିଶା ଏଫସି ବନାମ ବେଙ୍ଗାଲୁରୁ ଏଫସି, ଓଡିଶା ଏଫସି ୪ – ୨ ଗୋଲରେ ବିଜୟୀ