Monday, February 24, 2025
Home ଆମ ଓଡ଼ିଶା ଏନଏସସିବି ମହାବିଦ୍ୟାଳୟରେ ସେମିନାର ପାଠାଗାର ଉଦଘାଟିତ

ଏନଏସସିବି ମହାବିଦ୍ୟାଳୟରେ ସେମିନାର ପାଠାଗାର ଉଦଘାଟିତ

by
0 comment

ସମ୍ବଲପୁର: ସ୍ଥାନୀୟ ପୁଟିବନ୍ଧ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ଠାରେ ଇଂରାଜୀ ବିଭାଗର ସେମିନାର ପାଠାଗାର ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ହରପାଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ସମ୍ମାନୀତ ଅତିଥି ରୂପେ ଏମ. ପି. ନାୟକ ଓ ପ୍ର. ରାଜେନ୍ଦ୍ର କୁମାର ପାଢ଼ୀ ଯୋଗ ଦେଇ କଲେଜ ଜୀବନରେ ପାଠାଗାର ଏବଂ ପୁସ୍ତକର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଇଂରାଜୀ ବିଭାଗ ମୁଖ୍ୟ ହରିହର ମଲ୍ଲିକ, ସହକାରୀ ଅଧ୍ୟାପକ ବିରସେନ ଦଳାଇ, ନିରଞ୍ଜନ ରାଉତ, ସତ୍ୟରଞ୍ଜନ ଭୋଇ, ତ୍ରିଲୋଚନ କୁମ୍ଭାର, ଅନିକେତ ପାଣିଗ୍ରାହୀ, ଐଶ୍ୱର୍ଯ୍ୟା ବେହେରା, ସେମିନାର ସଚିବ ରାହୁଲ କୁମାର ଦେବତା, ରୋହନ ନାୟକ, ପଲ୍ଲଭ ପଣ୍ଡଙ୍କ ସମେତ ପିଜି ଓ ୟୁଜିର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।

kalyan agarbati

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od