Friday, January 10, 2025
Friday, January 10, 2025
Home dhabaleswar news update odia news odisha news ଏଣିକି ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ଲାଷ୍ଟିକ୍‌ ମନା

ଏଣିକି ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ଲାଷ୍ଟିକ୍‌ ମନା

by
0 comment

ଯାଜପୁର: ଖଣି ଖାଦନରେ ବଡ ଧରଣର ଚଢାଉ, ଧର୍ମଶାଳାର ବିଭିନ୍ନ ଖଣି ଓ ପଥର ଖାଦନରେ ଚଢାଉ, ରାଜ୍ୟ ଖଣି ବିଭାଗ ପକ୍ଷରୁ ଚାଲିଛି ରେଡ, ଲୁଣିବର, ଚଢେଇଧରା, ଡଙ୍କାରୀ ପ୍ରମୁଖ ଖଣି ଅଞ୍ଚଳରେ ଚାଲିଛି ଯାଞ୍ଚ//ଭିତର ରତ୍ନଭଣ୍ଡାରରୁ ବାହାରକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା, ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ଆରମ୍ଭ, ଖଟଶେଯ ଘରକୁ ସ୍ଥାନାନ୍ତର ହେଉଛି ଅଳଙ୍କାର, ଆଜି ସନ୍ଧ୍ୟା ସୁଦ୍ଧା ଅଳଙ୍କାର ସ୍ଥାନାନ୍ତର କାର୍ଯ୍ୟ ସାରିବାକୁ ଉଦ୍ୟମ, ଭଣ୍ଡାର ଘର ମରାମତି ଅତ୍ୟନ୍ତ ଆବଶ୍ୟକ- ଗଜପତି ମହାରାଜା, ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଯନ୍ତ୍ରପାତିରେ ଅଳଙ୍କାର ନିରୀକ୍ଷଣ କରାଯିବ ବୋଲି କହିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ରତ୍ନଭଣ୍ଡାର କେବେ ମରାମତି ହୋଇଥିଲା ଆମେ ଜାଣିନାହୁଁ- ଗଜପତି, ୧୯୭୧ ଏଏସଆଇ ହସ୍ତକ୍ଷେପ ପରେ ମରାମତି ହୋଇନାହିଁ//ନୂଆଦିଲ୍ଲୀ: ନିଟ୍ ଦୁର୍ନୀତି ମାମଲା; ପଟନା ଏମ୍‌ସର ୪ ଡାକ୍ତରଙ୍କୁ ଗିରଫ କଲା ସିବିଆଇ // ନୂଆଦିଲ୍ଲୀ: ବିବାଦୀୟ ଶିକ୍ଷାନବିସ ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ମା’ଙ୍କୁ ଗିରଫ କଲା ପୁଲିସ, ଚାଷୀଙ୍କୁ ବନ୍ଧୁକ ଦେଖାଇ ଧମକାଇବା ଘଟଣାରେ ଗିରଫ ହେଲେ // ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣା, ରାଜଭବନ ଆଗରେ ଧାରଣାରେ ବସିଲେ ବିଜୁ ଯୁବ ଓ ଛାତ୍ର ଜନତା ଦଳ, ନ୍ୟାୟ ନମିଳିବା ଯାଏ ଲଢେଇ ଜାରି ରହିବ କହିଲେ //ବଲାଙ୍ଗୀର: ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ହତ୍ୟା, କାକା,ଖୁଡିର ଟାଙ୍ଗିଆ ମାଡରେ ଚାଲିଗଲା ପୁତୁରାର ଜୀବନ// ନକଲି ଚା’ପତି କାରଖାନା ଠାବ, ଜଗତପୁର ଲକ୍ଷ୍ମଣପୁରରେ ନକଲି ଚା’ ପତି କାରଖାନା ଠାବ//ନିର୍ଦ୍ଧାରିତ ସମୟରେ ଖୋଲିଲା ଭିତର ରତ୍ନଭଣ୍ଡାର, ୯ଟା ୫୧ ମିନିଟରେ ହିଁ ଖୋଲିଛି ଭିତର ରତ୍ନଭଣ୍ଡାର//ଖୋଲିବା ପୂର୍ବରୁ ଆଧୁନିକ ସରଞ୍ଜାମ ସହ ଶ୍ରୀମନ୍ଦିର ଭିତରକୁ ଗଲେ ଓଡ୍ରାଫ୍ ଟିମ୍//ରତ୍ନଭଣ୍ଡାର ଖୋଲିବା ଲାଗି ଶ୍ରୀମନ୍ଦିରରେ ଲାଗିଲା ପ୍ରବେଶ କଟକଣା: ସିଂହଦ୍ଵାର କୁ ଛାଡି ବନ୍ଦ ରହିବ ବାକି ୩ ଦ୍ଵାର, ମନ୍ଦିର ଭିତରକୁ ଯିବେ କେବଳ ଅଧିକୃତ ସେବକ//ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ, ଲୋକସେବା ଭବନରେ ମନ୍ତ୍ରୀ ପରିଷଦ ବୈଠକ// ଆମେରିକା ରାଷ୍ଟ୍ରପତି କରୋନାରେ ଆକ୍ରାନ୍ତ: ବାଇଡେନଙ୍କୁ କରୋନା ନେଇ ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା , ସାମାନ୍ୟ ଲକ୍ଷଣ ଥିବାରୁ ଆଇସୋଲେସନରେ ରହି କାମ କରିବେ//ଛତିଶଗଡ ବିଜାପୁରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ , ଦୁଇ ଯବାନ ସହିଦ: ସିଆରପିଏଫ୍ ଓ ଡିଆରଜି ଯବାନଙ୍କ କମ୍ବିଂ ବେଳେ ବିସ୍ଫୋରଣ, ବିସ୍ଫୋରଣରେ ଗୁରୁତର ୪ ଯବାନ ରାୟପୁର ସ୍ଥାନାନ୍ତର//ଆଜି ମହାପ୍ରଭୁଙ୍କ ଅଧରପଣା ନୀତି: ଚଣ୍ଡି ଚାମୁଣ୍ଡା, ଅଶରୀ ମାନଙ୍କୁ ତୃପ୍ତି ପାଇଁ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ହେବ ପଣା//

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od