Tuesday, March 4, 2025
Home bjp ଆଜିଠୁ ବିଜେପିର ସଦସ୍ୟତା ଅଭିଯାନ

ଆଜିଠୁ ବିଜେପିର ସଦସ୍ୟତା ଅଭିଯାନ

by
0 comment

ଆଜି ଶ୍ରୀଜୀଉଙ୍କ ବନକ ଲାଗି ନୀତି, ସନ୍ଧ୍ୟା ୫ରୁ ରାତି ୯ ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ//ବରଗଡ ଜିଲ୍ଲା ବାରପାହାଡ ଜଙ୍ଗଲରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର , ମୃତ୍ୟୁର କାରଣ ଅସ୍ପଷ୍ଟ, ତଦନ୍ତ କରୁଛି ବନ ବିଭାଗ//୭୮ ବର୍ଷ ବୟସରେ ପଦାର୍ପଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବିଭିନ୍ନ ମହଲରୁ ଶୁଭେଚ୍ଛା//ଆନନ୍ଦପୁର : ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ରାମଚନ୍ଦ୍ରପୁର ଥାନା ପଣ୍ଡୁଆ ଗାଁରେ ୬ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ, ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଅଭିଯୋଗ, ଅଭିଯୁକ୍ତ ଅଟକ//ଆଜିଠୁ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍, ବେଙ୍ଗାଲୁରୁ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମ୍ୟାଚ୍ , ଦୁଇ ଦେଶ ମଧ୍ୟରେ ଖେଳାଯିବ ୩ଟି ଟେଷ୍ଟ ମ୍ୟାଚ୍//ଆଜି ଠାରୁ ହରିଆଣା ଓ ମୁମ୍ବଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ : ୧୬ ତାରିଖ ଅପରାହ୍ଣରେ ହରିଆଣା ଅଭିମୁଖେ ଗସ୍ତ କରିବେ, ୧୭ରେ ଚଣ୍ଡିଗଡ଼ଠାରେ ନବ ଗଠିତ ହରିଆଣା ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା କାର୍ଯ୍ୟକ୍ରମ//ମହାପ୍ରଭୁଙ୍କ ଘିଅର ମାନକୁ ନେଇ ବଢିଲା ତତ୍ପରତା : ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତ ଓ ଦୀପରେ ଲାଗିବ କେବଳ ଓମଫେଡ୍ ଘିଅ , ଓମଫେଡ କୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ, ଆବଶ୍ୟକତା ଦୃଷ୍ଟିରୁ ସ୍ଵତନ୍ତ୍ର ଡିପୋ ବ୍ୟବସ୍ଥା ସହ ଦାମ୍ କମାଇବାକୁ ଅନୁରୋଧ, ଅନ୍ୟ ଘିଅ ନେଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ//ଗଜଲକ୍ଷ୍ମୀ ପୂଜା ପାଇଁ ଗାଁଠୁ ସହର ଚଳଚଞ୍ଚଳ, ମାଙ୍କ ଆବାହନ ପାଇଁ ସଜେଇ ହୋଇଛି ପୂଜା ପେଣ୍ଡାଲ, ଢେଙ୍କାନାଳ ଓ କେନ୍ଦ୍ରାପଡାରେ ଅତି ଆଡମ୍ବର ଆୟୋଜନ, ସୁନା ଓ ଚାନ୍ଦି ମେଢ ମୁଖ୍ୟ ଆର୍କଷଣ, ୧୧ ଦିନ ଧରି ଚାଲିବ ପୂଜା

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od