Saturday, January 11, 2025
Saturday, January 11, 2025
Home odia news ଆଇଏଲଏସ୍ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ଆତ୍ମହତ୍ୟା

ଆଇଏଲଏସ୍ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ଆତ୍ମହତ୍ୟା

by
0 comment

ଆସନ୍ତାବର୍ଷ ମହାକାଶରୁ ଫେରିବେ ସୁନିତା ଓ୍ବିଲିୟମ୍ସ, ଫେବୃଆରୀ ୨୫ରେ ଅନ୍ତରୀକ୍ଷରୁ ସୁନିତାଙ୍କ ସହ ସାଥୀ ମହାକାଶଚାରୀ ବୁଚ୍ ଓ୍ବିଲମୋର ବି ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ଦେଲା ନାସା , ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫସିଛନ୍ତି ସୁନିତା//ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ୍ ଆଉ ୬ଟି ଗେଟ୍ , ବର୍ତ୍ତମାନ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ//ପାକିସ୍ତାନରେ ବିସ୍ଫୋରଣ : ଦୁଇ ଶିଶୁ ସମେତ ୩ ମୃତ, ୧୬ ଗୁରୁତର , ବଲୋଚିସ୍ତାନ ପିଶିନ ଜିଲ୍ଲାର ଏକ ଥାନା ନିକଟରେ ବିସ୍ଫୋରଣ, ଗୁରୁତରଙ୍କ ମଧ୍ୟରେ ୭ ଜଣ ପୁଲିସ୍ କର୍ମଚାରୀ ଥିବା ସୂଚନା , ବାଇକରେ ରିମୋଟ୍ ବୋମା ଖଞ୍ଜାଯାଇ ବିସ୍ଫୋରଣ କରାଯାଇଥିଲା।//ନୟାଗଡର ୪ଟି ଜେଲରେ ଚଢାଉ : ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ଚାଲିଛି ଚଢାଉ, ଏସପିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ସାମିଲ ଥିବା ସୂଚନା , ବିପୁଳ ନିଶା ଦ୍ରବ୍ୟ ଜବତ, ଦଶପଲ୍ଲା ଉପ କାରାଗାରରୁ ମଧ୍ୟ ନିଶାଦ୍ରବ୍ୟ ମିଳିଥିବା ସୂଚନା , ବିପୁଳ ଖଇନି, ଗୁଟଖା , ବିଡି ସହ ବ୍ଲେଡ୍ ଜବତ//ପିପିଲିରେ ବ୍ୟାପୁଛି ବାର୍ଡ ଫ୍ଲୁ: ୪୭ଟି ଫାର୍ମରୁ ମରାଯିବ ୨୦ ହଜାରରୁ ଅଧିକ କୁକୁଡା, କ୍ଷତିପୂରଣ ନମିଳିବା ଯାଏଁ କୁକୁଡା ମାରିବାକୁ ଦେବୁନି କହି ଅଡି ବସିଛନ୍ତି ଚାଷୀ//ସେପ୍ଟେମ୍ବର ୧୭ରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି: ଯୋଜନାର ଏସଓପିକୁ ନେଇ ତେଜିଲା ରାଜନୀତି, ଗ୍ୟାରେଣ୍ଟି ନା ଧୂଆଁବାଣ କହି ନବୀନଙ୍କ ନିଶାନା ପରେ ବିଜେପିର କଡା ଜବାବ, ପ୍ରଭାତୀ ପରିଡା କହିଲେ କାଳିଆ ଭଳି ୧୦ ହଜାର କହି ଦେବୁନି ୪ ହଜାର//ଆଜି ୧୧ ଲକ୍ଷ ଲକ୍ଷପତି ଦିଦିଙ୍କୁ ପ୍ରମାଣ ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହାରାଷ୍ଟ୍ର ଜଲଗାଓଁରେ ଲକ୍ଷପତି ଦିଦି ସମ୍ମିଳନୀ , ଏଏସଜି ଗ୍ରୁପ୍ ମହିଳାଙ୍କ ପାଇଁ ଘୋଷଣା କରିବେ ୨୫ ଶହ କୋଟିର ମେଗା ପ୍ୟାକେଜ୍//କୋଲକାତା ଆରଜି କର ମେଡିକାଲ ମାମଲାରେ ଘାଣ୍ଟୁଛି ସିବିଆଇ: ସନ୍ଦିପ୍ ଘୋଷଙ୍କ ଘରେ ସିବିଆଇ ଟିମ୍, ଆଜି ହୋଇପାରେ ମୁଖ୍ୟ ଅଭିଯୁକ୍ତ ସଂଜୟର ପଲିଗ୍ରାଫ୍ ଟେଷ୍ଟ, ୧୬ ଜଣିଆ ଟିମ୍ କରିବେ ଲାଏ ଡିଟେକ୍ସନ ଟେଷ୍ଟ//ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ: ୨୪ ଘଣ୍ଟାରେ ହେବ ଲଘୁଚାପ, ୨୭ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ଆଜି ପାଇଁ କେନ୍ଦୁଝର ଓ ମୟୁରଭଞ୍ଜକୁ ଅରେଞ୍ଜ ଓ୍ବାର୍ଣ୍ଣିଂ, ୧୨ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ସତର୍କତା

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od