ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଉଦ୍ ଘାଟନ କଲେ ମୁଖ୍ୟମନ୍ତ୍ରୀ, ମନେ ପକାଇଲେ ପୁରାତନ ନୌବାଣିଜ୍ୟର କଥା//ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ , ଭଦ୍ରକ ଜିଲ୍ଲା କେନ୍ଦୁଆପଦା ରେଲୱେ ଷ୍ଟେସନ ଧାରଣାରୁ ଉଦ୍ଧାର, ଜିଆରପି ପୁଲିସର ତଦନ୍ତ ଜାରି//ଦିଲ୍ଲୀରେ ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ: ପ୍ରାଥମିକ ବିଦ୍ୟାଳୟ ବନ୍ଦ କଲେ ଦିଲ୍ଲୀ ସରକାର , ପରବର୍ତ୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ଅନଲାଇନରେ ହେବ ପାଠପଢା, ଦିଲ୍ଲୀରେ ଦୃଶ୍ୟମାନ ଦୂରତା ବି ହ୍ରାସ , ଲାଗୁ ହେଲା ଜିଆରଏପି -୩//ବାଲେଶ୍ଵର ବାଲିଘାଟରେ ଡଙ୍ଗା ଭସାଇବାବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ ଅଭିଯୋଗ//ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଭୋରରୁ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ, ଆ କା ମା ବୈ ଧ୍ବନୀରେ କମ୍ପିଲା ପୁରା ପରବେଶ, ନଦୀ, ନାଳ, ପୁଷ୍କରିଣୀରେ ଜମିଲା ଭିଡ//ଆଜିଠୁ କଟକର ଐତିହାସିକ ବାଲିଯାତ୍ରା : ସନ୍ଧ୍ୟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏଥର ନିଆରା ଅନୁଭୂତି ନେବେ ଦର୍ଶକ, ହଜି ଯାଇଥିବା ସିନେମାକୁ ଦେଖିବେ , ବସିବ ଏସିଆର ସବୁଠୁ ବଡ ଓପନ୍ ମାର୍କେଟ୍, ୨୨ ଯାଏଁ ଜମିବ କିଣାବିକା//ଡଙ୍ଗା ଭସାଇବା ବେଳେ ବଡ ଅଘଟଣ: ମାଲକାନଗିରି ସଦର ଥାନା ଚମ୍ପାନଗରରେ ଏଭଳି ଅଭାବନୀୟ ଘଟଣା, ନଦୀରେ ଭାସାଯାଇଥିବା ଡଙ୍ଗାରୁ କଏନ ଆଣିବାବେଳେ ବୁଡି ଯାଇ ୧୨ ବର୍ଷର ବାଳିକା ମୃତ//ରାଉରକେଲା ରଘୁନାଥପାଲି ଥାନା ସିଭିଲ୍ ଟାଉନସିପର ଗ୍ରୋସରୀ ଦୋକାନରେ ଭୟାବହ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ, ନିଆଁ ଆୟତ୍ତ ପାିଁ ଅଗ୍ନିଶମ ବାହିନୀର ଉଦ୍ୟମ
2