Wednesday, February 19, 2025
Home ଆମ ଓଡ଼ିଶା ଅବନଦ୍ଧ କୁଟପ ନାଦରେ ବାଦ୍ୟ ସମୂହ, ଶାସ୍ତ୍ରୀୟ ହିନ୍ଦୁସ୍ତାନୀ ସଂଗୀତ ପରିବେଷଣ

ଅବନଦ୍ଧ କୁଟପ ନାଦରେ ବାଦ୍ୟ ସମୂହ, ଶାସ୍ତ୍ରୀୟ ହିନ୍ଦୁସ୍ତାନୀ ସଂଗୀତ ପରିବେଷଣ

by
0 comment

ଅବନଦ୍ଧ କୁଟପ ନାଦରେ ବାଦ୍ୟ ସମୂହ, ଶାସ୍ତ୍ରୀୟ ହିନ୍ଦୁସ୍ତାନୀ ସଂଗୀତ ପରିବେଷଣ

ରାଜାରାଣୀ ସଂଗୀତ ଉତ୍ସବ

ଭୁବନେଶ୍ୱର: ରାଜାରାଣୀ ସଂଗୀତ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଆଜି ବିଶିଷ୍ଟ ତବଲା ଶିଳ୍ପୀ କୁଳମଣି ସାହୁଙ୍କ ନିର୍ଦ୍ଦେଶନାରେ ଅବନଦ୍ଧ କୁଟପ ନାଦରେ ବାଦ୍ୟ ସମୂହ ମିଳିତ ଭାବରେ ପରିବେଷିତ ହୋଇଥିଲା। ମୃଦଙ୍ଗ, ତାଭିଲ ଓ ତବଲା ବାଦ୍ୟର ନାଦରେ ଦର୍ଶକମାନେ ମନ୍ତ୍ରମୁଗ୍ଧ ହୋଇଥିଲେ।

prayash

ଏହାପରେ  ସଂଜୀବ ଅଭୟଙ୍କର ଏବଂ ସାଥିଙ୍କ ଦ୍ୱାରା ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ପରିବେଷଣ କରାଯାଇଥିଲା। ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡ. ପ୍ରଫୁଲ୍ଲ ମହାନ୍ତି, ବିଶିଷ୍ଟ ଅନୁବାଦକ କବି ଡ. ସଂଗ୍ରାମ ଜେନା, ଡ. ଭାରତୀ ପାଲ ଓ ସଂଗୀତ ନାଟକ ଏକାଡେମୀର ସଚିବ ଡ. ଭାଗ୍ୟଲିପି ମଲ୍ଲ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ମଧୁମିତା ମହାନ୍ତି ଓ ସୁଶ୍ରୀ ପୁଣ୍ୟଶ୍ଳୋକା ମହାନ୍ତି ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od