ଶନିବାର ଆସିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା.. ୧୮ ଲକ୍ଷରୁ ଅଧିକ ଯୋଗ୍ୟ ମହିଳାଙ୍କୁ ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା.. ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା..
ପୁଣି ପ୍ରୟାଗରାଜ ମହାକୁମ୍ଭରେ ଭୟାବହ ଅଗ୍ନିକାଣ୍ଡ.. ସେକ୍ଟର-୧୮ର ଶଙ୍କରାଚାର୍ଯ୍ୟ ମାର୍ଗରେ ଅଗ୍ନିକାଣ୍ଡ.. ଅନେକ ଟେଣ୍ଟ ପୋଡ଼ି ପାଉଁଶ..
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ.. ଗିରଫ ହେଲେ ମାଲକାନଗିରି ଜିଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଓ ୪ ସହଯୋଗୀ..
୫ ବର୍ଷ ପରେ ଖସିଲା ରେପୋ ରେଟ୍.. ୬.୫ ପ୍ରତିଶତରୁ ୬.୨୫ ପ୍ରତିଶତକୁ ହ୍ରାସ ପାଇଲା ରେପୋ ରେଟ୍.. କମିବ ଋଣ ଇଏମଆଇ..
ଜୁଆ ଆଡ୍ଡାରେ ଚଢାଉବେଳେ ପୁଲିସକୁ ମାଡ.. ରାଇଘର ବ୍ଲକ ଜୋଡେଙ୍ଗା ପଞ୍ଚାୟତ ଖାଡେଙ୍ଗା ଗାଁରେ ଆକ୍ରମଣ.. ଆକ୍ରମଣ କରିଥିବା ୧୦ ଯୁବକଙ୍କୁ ଗିରଫ କଲା ପୁଲିସ..