ଓୟୁଏଟି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୀକ୍ଷାନ୍ତ ଭାଷଣ, -ରାଷ୍ଟ୍ର ଗଠନରେ ଓୟୁଏଟି ଛାତ୍ରଛାତ୍ରୀଙ୍କ ଅବଦାନ ରହିଛି, -ଦେଶ ବିଦେଶରେ ବହୁ ଛାତ୍ରଛାତ୍ରୀ ପ୍ରତିଷ୍ଠା ଅର୍ଜନ କରିଛନ୍ତି, -କୃଷି ଉତ୍ପାଦନରେ ଓୟୁଏଟିର ଯଥେଷ୍ଟ ଅବଦାନ ରହିଛି, -ଆମ ସଂସ୍କୃତି, ପରମ୍ପରା ଏବଂ ଜୀବନ ଜୀବିକାର ଅଧାର ହେଉଛି କୃଷି କାର୍ଯ୍ୟ, -ବିଗତ ଦଶନ୍ଧିରେ ଭାରତ କୃଷି ଉତ୍ପାଦନରେ ବହୁ ସଫଳତା ହାସଲ କରିଛି: ରାଷ୍ଟ୍ରପତି // ରାଉରକେଲା ରେଳ ଷ୍ଟେସନରୁ ୬୦ କେଜି ରୂପା ଜବତ, ଜିଏସଟି ବିଭାଗକୁ ହସ୍ତାନ୍ତର କଲା ଜିଆରପି//ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସମଙ୍ଗ ହେଲିପ୍ୟାଡରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ଆସିଲେ, ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ//ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରେ ସଶସ୍ତ୍ର ଡକାୟତି ; ଘରେ ପଶି ଭୁଜାଲିରେ ହାଣିଲେ, ଲୁଟିନେଲେ ଟଙ୍କା ଓ ସୁନା ଗହଣା//ପୁଷ୍ପା-୨ର ପ୍ରିମିୟର ଶୋ’ ବେଳେ ଦଳାଚକଟା, ଜଣେ ମୃତ ଓ ୨ ଗୁରୁତର ଆହତ, ହାଇଦ୍ରାବାଦର ସନ୍ଧ୍ୟା ସିନେମା ହଲ ବାହାରେ ଘଟିଛି ଅଘଟଣ//ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଦେବେନ୍ଦ୍ର ଫଡନାବିସ୍ : ତୃତୀୟ ଥର ପାଇଁ ବନିବେ ସିଏମ୍, ଏକନାଥ ସିନ୍ଧେ ଉପମୁଖ୍ୟମନ୍ତ୍ରୀ ଭାବରେ ନେଇପାରନ୍ତି ଶପଥ//ଆଜି ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ପାରିତ ହେବ ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ , ଜଳ ସମ୍ପଦ, ରାଜସ୍ଵ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ୍ ଖଣି ଆଦି ବିଭାଗର ରହିଛି ପ୍ରଶ୍ନକାଳ, ଶୂନ୍ୟକାଳରେ ପୋଲାଭରମ୍, ଆଇନଶୃଙ୍ଖଳା ଆଦି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ//ଆଜି କୋଣାର୍କ ଉତ୍ସବର ଉଦଯାପନୀ ସନ୍ଧ୍ୟା : ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କୁ ମୁଗ୍ଧ କଲା ଓଡିଶୀ ନୃତ୍ୟ//ଆଜି ଉତକ୍ଷେପଣ ହେବ ପ୍ରୋବା-୩, ଏହି କାରଣରୁ ଘୁଞ୍ଚିଥିଲା ଲଞ୍ଚ ତାରିଖ
ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଲେ ଯୁବକ
7
previous post