Saturday, January 11, 2025
Home ଆମ ଓଡ଼ିଶା ଅକ୍ଟୋବର ୭ ଏବଂ ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଅକ୍ଟୋବର ୭ ଏବଂ ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

by
0 comment

//ପ୍ରଥମ ଟି-୨୦ରେ ଜିତିଲା ଭାରତ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ। ୧୬ ବଲରୁ ୩୯ ସହ ବିଜୟ ସୂଚକ ଛକା ମାରିଲେ। ସଞ୍ଜୁ ଓ ସୂର୍ଯ୍ୟ କୁମାର ୨୯ ଲେଖାଏଁ ରନ କରିଛନ୍ତି। ୪୯ ବଲ ବାକି ଥାଇ ୭ ୱିକେଟରେ ଜିତିଲା ଭାରତ। ଅର୍ଶଦୀପ ଓ ବରୁଣଙ୍କୁ ସର୍ବାଧିକ ୩ଟି ଲେଖାଲଁ ୱିକେଟ। ହାର୍ଦ୍ଦିକ, ମୟଙ୍କ ଓ ୱାଶିଂଟନଙ୍କୁ ଗୋଟିଏ ଲେଖାଲଁ ୱିକେଟ। ଭାରତ-୧୩୨/୩, ବାଂଲାଦେଶ ୧୨୭ରେ ଅଲଆଉଟ। ଭାରତକୁ ୧୨୮ ରନର ଟାର୍ଗେଟ ଦେଇଥିଲା ବାଂଲାଦେଶ।//ଆଜିର OPSC ଲିଖିତ ପରୀକ୍ଷା ବାତିଲ୍, ପିଜିଟି ପଦାର୍ଥ ବିଜ୍ଞାନ, ଗଣିତ, ଓଡ଼ିଆ ପରୀକ୍ଷା ବାତିଲ୍, ପ୍ରଥମ ଓ ଦ୍ବିତୀୟ ପରୀକ୍ଷା ବାତିଲ୍ ସୂଚନା, ବାତିଲ୍ ନେଇ ସୂଚନା ଦେଲେ ଓପିଏସସି ସମ୍ପାଦକ // ଦୁଷ୍କର୍ମ ଅଭିଯୁକ୍ତ କୋରିଓଗ୍ରାଫର ଜାନୀ ମାଷ୍ଟରଙ୍କୁ ବଡ଼ ଝଟ୍‌କା, ଜାତୀୟ ପୁରସ୍କାର ପ୍ରତ୍ୟାହୃତ // ଆଜିଠୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସୋମବାର ମାଓ ମୁକାବିଲା ବୈଠକରେ ଯୋଗଦେବେ , କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ, କାଲି ଶାହାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଓଡିଶା ସମେତ ୮ ନକ୍ସଲ ପ୍ରବଣ ରାଜ୍ୟର ସିଏମ୍ ଙ୍କ ବୈଠକ//ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ରାଗିଂ ଘଟଣା: ୧୭ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ୪ ଜଣଙ୍କୁ ସପ୍ତାହେ ଭିତରେ ହଷ୍ଟେଲ ଛାଡିବାକୁ ନିର୍ଦେଶ, ୧୩ ଜଣ ଗଣିବେ ଜରିମାନା ସହ ଦେବେ ଅଣ୍ଡରଟେକିଂ, ଶୃଙ୍ଖଳା କମିଟି ତଦନ୍ତ ପରେ ଏବେ ଆକ୍ସନ//କେନ୍ଦୁଝର: ଘଟ ଗାଁ ତାରିଣୀ ମନ୍ଦିର ଭୋଗ ଦୋକାନରେ ଅଗ୍ନିକାଣ୍ଡ। ୩ ନଂ ଗେଟ ପାର୍ଶ୍ବରେ ଥିବା ୮ଟି ଭୋଗ ଦୋକାନରେ ଅଗ୍ନିକାଣ୍ଡ। ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ//ଭୁବନେଶ୍ୱର ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ସିଭମ କେମିକାଲସରୁ ଗ୍ୟାସ ଲିକ ସୂଚନା, ଆୟତ୍ତ କଲା ଅଗ୍ନିଶମ ବିଭାଗ, କୌଣସି ବିପଦ ନ ଥିବା ସ୍ପଷ୍ଟ କଲା ପୁଲିସ // ଏଥର ଓଡ଼ିଶାରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ, ଭୁବନେଶ୍ୱରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଯୋଗଦେଇ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ // ୨୦୨୫ ମସିହାରୁ ସରକାରୀ ସ୍ଥରରେ ପାଳିତ ହେବ ରାଜ୍ୟସ୍ତରୀୟ ସହିଦ ବାଜି ରାଉତ ଜୟନ୍ତୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣା // ରାଜ୍ୟର ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଲେ ୧୬ ହଜାର ୯ ଜଣ କନିଷ୍ଠ ଶିକ୍ଷକ, ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ // ଅକ୍ଟୋବର ୭ ଓ ୧୪ ତାରିଖ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ୭ରେ ସରକାରୀ କାର୍ଯ୍ୟ ଓ ୧୪ରେ ଦୁର୍ଗାପୂଜା ଭସାଣି ହେତୁ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି //

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od