Monday, March 3, 2025
Monday, March 3, 2025
Home Home Left ହିମାଚଳରେ ପ୍ରବଳ ତୁଷାରପାତ: ଫସିଥିବା ୮୦୦ ଲୋକ ଉଦ୍ଧାର

ହିମାଚଳରେ ପ୍ରବଳ ତୁଷାରପାତ: ଫସିଥିବା ୮୦୦ ଲୋକ ଉଦ୍ଧାର

by
0 comment

ଶିମଲା,୯ା୧୨: ହିମାଚଳପ୍ରଦେଶର ଲହାଉଲ୍‌-ସ୍ପିଟିରେ ରବିବାର ରାତିରେ ପ୍ରବଳ ତୁଷାରପାତ ହୋଇଛି। ଫଳରେ ୮୭ଟି ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଥିଲା। ଦୁଇ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଶିମଲା ଓ ଏହାର ପାଖାପାଖି ପର୍ଯ୍ୟଟନ ସହର କୁଫ୍ରି ଏବଂ ଫଗୁରେ ଡିସେମ୍ବର ଆରମ୍ଭରେ ତୁଷାରପାତ ହୋଇଛି।

ଫଳରେ ଲଥାଉଲ-ସ୍ପିଟିର ବିଭିନ୍ନ ସ୍ଥାନରେ ଫସି ରହିଥିବା ୮୦୦ ଲୋକଙ୍କ ସମେତ ୪୮୯ଟି ଗାଡ଼ିକୁ ଉଦ୍ଧାର କରାଯାଇଛି। ସେଥିରୁ ୪୦୦ରୁ ଊର୍ଦ୍ଧ୍ୱ ଗାଡ଼ି ପର୍ଯ୍ୟଟକଙ୍କର। ପୋଲିସ ସହ ସ୍ଥାନୀୟ ସ୍ବେଚ୍ଛାସେବୀମାନେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଖୋକସରରେ ୬.୭ ସେମି ତୁଷାରପାତ ହୋଇଥିବା ବେଳେ କେଲଙ୍ଗରେ ୩.୦ ସେମି, ଶିମଲାରେ ୨.୫ ସେମି ତୁଷାର ପଡ଼ିଛି।

ଧର୍ମ ଆଧାରରେ ସଂରକ୍ଷଣ ଦିଆଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯ା୧୨: ଧର୍ମ ଆଧାରରେ ସଂରକ୍ଷଣ ସୁବିଧା ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର ଟିପ୍ପଣୀ ଦେଇଛନ୍ତି। ପଶ୍ଚିମବଙ୍ଗରେ ବିଭିନ୍ନ ଜାତିଙ୍କୁ ୨୦୧୦ରୁ ଅନ୍ୟାନ୍ୟ ପଛୁଆ ବର୍ଗ…

ଭାରତକୁ ଏପରି ଯୁଦ୍ଧ ଜାହାଜ ଦେଲା ରୁଷିଆ: ଆଖି ପିଛୁଳାକେ ଧ୍ୱଂସ ହେବେ ଶତ୍ରୁ!

ଭାରତୀୟ ନୌସେନା ପାଇଁ ରୁଷିଆ ନିର୍ମିତ ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ତୁଶିଲ୍‌(INS Tushil) ସୋମବାର ରୁଷିଆର ଉପକୂଳବର୍ତ୍ତୀ ସହର କାଲିନଗ୍ରାଡରେ କାର୍ଯ୍ୟକ୍ଷମ ହୋଇଛି। ଏହି ଯୁଦ୍ଧ…

୧୮ ବିଧାୟକଙ୍କ ଟିକେଟ କାଟିଲା ଆପ୍‌

ନୂଆଦିଲ୍ଲୀ, ୯।୧୨:ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ୨୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦ୍ୱିତୀୟ ପର୍ଯ୍ୟାୟରେ…

କିଏ ସେହି ସଞ୍ଜୟ ମାଲହୋତ୍ରା, ଯିଏ ହେବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଗାମୀ ଗଭର୍ନର

ନୂଆଦିଲ୍ଲୀ,୯ା୧୨:କେନ୍ଦ୍ର ସରକାର ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରାଙ୍କୁ ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ୨୬ତମ ଗଭର୍ନର ନିଯୁକ୍ତ କରିଛନ୍ତି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି…

ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ଉଦ୍‌ବେଗ ଜଣାଇଲା ଭାରତ

ଢାକା,୯ା୧୨(ପି.ଟି.):ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କ ନିରାପତ୍ତାକୁ ନେଇ ଭାରତ ସୋମବାର ଚିନ୍ତାବ୍ୟକ୍ତ କରିଛି। ପଡୋଶୀଙ୍କ ସହ ସକାରାତ୍ମକ, ଗଠନମୂଳକ ଏବଂ ପରସ୍ପର ଲାଭକାରୀ ସମ୍ପର୍କ ଭାରତ ଚାହେଁ। ଢାକାରେ…

ବିହାର, ପଶ୍ଚିମବଙ୍ଗକୁ କବଜା କଲେ ଆମେ ଲଲିପପ୍‌ ଖାଇ ବସି ଯିବୁନାହିଁ: ମମତା

ନୂଆଦିଲ୍ଲୀ,୯।୧୨: ବାଂଲାଦେଶରେ ହିନ୍ଦୁ ଏବଂ ମନ୍ଦିରକୁ କ୍ରମାଗତ ଭାବେ ଟାର୍ଗେଟ କରାଯାଉଛି। ଏପରିକି କେତେକ ବାଂଲାଦେଶ ନେତା ବଙ୍ଗଳା, ବିହାର ଏବଂ ଓଡ଼ିଶା ଉପରେ ଦେଉଥିବା…

ସଞ୍ଜୟ ମାଲହୋତ୍ରା ହେବେ ଆରବିଆଇର ନୂଆ ଗଭର୍ନର

ନୂଆଦିଲ୍ଲୀ,୯।୧୨: ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରା ଭାରତର ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ନୂତନ ଗଭର୍ନର ହେବାକୁ ଯାଉଛନ୍ତି। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୧୦ ଡିସେମ୍ବରରେ…

ବୀମା ସଖି ଯୋଜନା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି: ଜାଣନ୍ତୁ ମହିଳାମାନେ କେମିତି କରିବେ ଆବେଦନ, କେବେ ମିଳିବ ଟଙ୍କା

ନୂଆଦିଲ୍ଲୀ,୯।୧୨: ଆଜି ଅର୍ଥାତ୍‌ ଡିସେମ୍ବର ୯ରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣା ଗସ୍ତରେ ଥିଲେ। ହରିୟାଣାରେ ପ୍ରଧାନମନ୍ତ୍ରୀ ମୋଦି ଏଲଆଇସିର ବୀମା ସଖି ଯୋଜନା…

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od