Tuesday, January 21, 2025
Home ଆମ ଓଡ଼ିଶା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସ୍ଥଗିତ

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସ୍ଥଗିତ

by
0 comment

ବାତ୍ୟାର ଗତିପଥ ଜାରି କଲା ଆଇଏମଡି, ଓଡ଼ିଶାର ପୁରୀ ଏବଂ ପଶ୍ଚିମବଙ୍ଗର ସାଗର ଦ୍ଵୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା // ବାତ୍ୟା ପାଇଁ ଶକ୍ତି ବିଭାଗ ପ୍ରସ୍ତୁତ ଥିବା କହିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ସମ୍ଭାବ୍ୟ କ୍ଷୟକ୍ଷତି ନେଇ ଶକ୍ତି ବିଭାଗ ପୁରା ପ୍ରସ୍ତୁତ, ପ୍ରବଳ ପବନ ଯୋଗୁଁଁ ବିଦ୍ୟୁତ ବିଭାଗ ପ୍ରଭାବିତ ହେବାର ସମ୍ଭାବନା ରହିଛି//ସମ୍ଭାବ୍ୟ ବାତ୍ୟା ନେଇ ସଜାଗ ରାଜ୍ୟ ସରକାର,ଏସଆରସିଙ୍କ କାର୍ଯ୍ୟାଳୟରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍. ବାତ୍ୟାର ଗତିପଥ ଉପରେ କଣ୍ଟ୍ରୋଲ ରୁମ୍ ତୀକ୍ଷଣ ନଜର ରଖିଛି//ଆସନ୍ତା ୨୩ ତାରିଖ ଏବଂ ୨୪ ତାରିଖ ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଦାନା’, ପାରାଦୀପ ଏବଂ ବାଲେଶ୍ଵର ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗଣ ସୂଚନା, ଅବପାତ ରୂପ ନେବା ପରେ ଲ୍ୟାଣ୍ଡଫଲ୍ର ପ୍ରକୃତ ସ୍ଥାନ ସ୍ପଷ୍ଟ ହେବ ବୋଲି କହିଲା ଆଇଏମଡି //ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହେବ, କାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହେବ// ପୁଲିସ୍ ସହିଦ ଦିବସ: ଦିଲ୍ଲୀରେ ଜାତୀୟ ପୁଲିସ୍ ସ୍ମାରକୀରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ଦେଶ ସୁରକ୍ଷାରେ ବୀର ପୁତ୍ରଙ୍କ ବଳୀଦାନର ସ୍ମୃତି ଚାରଣ , କଟକରେ ପୁଲିସ୍ ମୁଖ୍ୟାଳୟରେ ସହିଦ ଦିବସ ପାଳନ//ବାଲିଗୁଡା: ଏସିଡ୍ ମାଡରେ ବାପା , ପୁଅ ଗୁରୁତର ଘଟଣା ପର୍ଦାଫାସ : ନିଜ ଝିଅ ହିଁ ଏପରି କରିଥିବା ସ୍ପଷ୍ଟ କଲେ ବାଲିଗୁଡା ଏସଡିପିଓ, ଝିଅ ଓ ପ୍ରେମିକ ଗିରଫ//ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି: ଜିରୋ କାଜୁଆଲିଟି ଲକ୍ଷ୍ୟ, ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟରରେ ସାଇକ୍ଲୋନ୍ ଗତିବିଧି ଉପରେ ନଜର ରଖିଛନ୍ତି ଏସଆରସି ଅଫିସର ଅଧିକାରୀ, ସେପଟେ ଗଭୀର ସମୁଦ୍ରରୁ ଫେରୁଛନ୍ତି ମତ୍ସ୍ୟଜୀବୀ//ବାତ୍ୟା ଦାନା ପ୍ରଭାବରେ ପୁରୀ, ଗଞ୍ଜାମ ଓ ଜଗତସିଂହପୁରରେ ହେବ ପ୍ରବଳ ବର୍ଷା : ଏସଆରସି//ଜାମ୍ମୁ-କାଶ୍ମୀରର ଗାନ୍ଦରବଲ ଜିଲା ଅନ୍ତର୍ଗତ ସୋନମର୍ଗ ଅଞ୍ଚଳରେ ୨ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ, ନିର୍ମାଣାଧୀନ ସୁଡ଼ଙ୍ଗ କାର୍ଯ୍ୟରେ ନିୟୋଜିତ ଥିଲେ ଶ୍ରମିକ // ଜାମ୍ମୁ କାଶ୍ମୀର ବାରମୁଲ୍ଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ//ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଟାର୍ଗେଟ୍ କରି ଡ୍ରୋନ୍ ଆକ୍ରମଣ ପରେ ଇରାନ୍ , ହିଜବୁଲ୍ଲାକୁ କଡା ଚେତାବନୀ ଦେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ; କହିଲେ ଇରାନ୍, ହିଜବୁଲ୍ଲା ବିରାଟ ବଡ ଭୁଲ୍ କରିଛନ୍ତି, ହତ୍ୟା ଷଡଯନ୍ତ୍ର ଶତ୍ରୁଙ୍କୁ ନିପାତ କରିବାରେ ରୋକି ପାରିବନି, ଇସ୍ରାଏଲର କ୍ଷତି କରିବାକୁ ଚାହୁଁଥିବା କାହାରିକୁ ବି ଛଡାଯିବନି//ଆମେରିକାର ଏକ ସ୍କୁଲରେ ଫୁଟବଲ ମ୍ୟାଚ୍ ବେଳେ ଗୁଳିମାଡ: ୩ ଜଣଙ୍କ ମୃତ୍ୟୁ , ୮ରୁ ଅଧିକ ଗୁରୁତର, ମ୍ୟାଚର ବିଜୟ ଉତ୍ସବ ପାଳନ ବେଳେ ଗୁଳିମାଡ କଲେ ଦୁଇ ଦୁର୍ବୁତ୍ତ//ରାଜସ୍ଥାନ ଧୋଲପୁରରେ ମର୍ମନ୍ତୁଦ ଦୁର୍ଘଟଣା : ଅଟୋକୁ ଧକ୍କା ଦେଲା ବସ୍, ୮ ଶିଶୁ ସମେତ ୧୧ ମୃତ//କିରାସିନ୍ ଢାଳି ଦେହରେ ନିଆଁ ଲଗାଇଲେ ସ୍ତ୍ରୀ: ବଞ୍ଚାଇବାକୁ ଯାଇ ପୋଡିଗଲେ ସ୍ଵାମୀ, ବାଲେଶ୍ଵର ଜିଲ୍ଲା ସୋର ଥାନା ଆଡିଆ ଗାଁରେ ଅଘଟଣ, ଗୁରୁତର ଅବସ୍ଥାରେ ଦମ୍ପତି ନିକଟସ୍ଥ ମେଡିକାଲରେ ଭର୍ତ୍ତି//ଆସନ୍ତା ସପ୍ତାହରେ ଶିମିଳିପାଳକୁ ଆସିବେ ଦୁଇଟି ମହାବଳ ବାଘ : ମହାରାଷ୍ଟ୍ରର ତାଡୋବା ଜଙ୍ଗଲରୁ ଆଣିବାକୁ ଯାଇଛି ସ୍ଵତନ୍ତ୍ର ଟିମ୍, ବାଘ ବଂଶ ବୃଦ୍ଧି ପାଇଁ ଏନଟିସିଏ ପକ୍ଷରୁ ପଦକ୍ଷେପ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od