Monday, February 24, 2025
Home ଅପରାଧ ରାଜଧାନୀରୁ ବଡ ବାଇକ ଚୋରି ରାକେଟ ଠାବ; ୬ ଗିରଫ

ରାଜଧାନୀରୁ ବଡ ବାଇକ ଚୋରି ରାକେଟ ଠାବ; ୬ ଗିରଫ

by
0 comment

ଆନ୍ଧ୍ରପ୍ରଦେଶ: ଇଞ୍ଜିନିୟରିଂ କଲେଜରେ ଛାତ୍ରୀଙ୍କ ହଷ୍ଟେଲ ବାଥରୁମରେ କ୍ୟାମେରା, ଗୁପ୍ତ କ୍ୟାମେରା ଲଗାଇ ଫଟୋ ଓ ଭିଡ଼ିଓ କରୁଥିବା ଛାତ୍ର ଗିରଫ, ସଂପୃକ୍ତ ଛାତ୍ରଙ୍କୁ ଗିରଫ କରିବା ସହ ତଦନ୍ତ କରୁଛି ଆନ୍ଧ୍ର ପୁଲିସ//ପୁଣି ସଂଶୋଧନ ହେବ ବିଶ୍ୱବିଦ୍ୟାଳୟ ଆଇନ୍‌‌, ବିଧାନସଭାରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ//ମହାନଦୀକୁ ଡେଇଁଲେ ନାବାଳିକା, ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ, କାରଣ ଅସ୍ପଷ୍ଟ, ଅଗ୍ନିଶମ ବାହିନୀ ଦ୍ୱାରା ନାବାଳିକା ଉଦ୍ଧାର, ମେଡିକାଲରେ ଭର୍ତ୍ତି//ସମ୍ବଲପୁର: ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ଆଉ ୪ଟି ଗେଟ୍: ବର୍ତ୍ତମାନ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ//ଭୁବନେଶ୍ଵର: କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ଯୋଜନା ବଳବତ୍ତର, ସମୟ ସୀମା ୧ ବର୍ଷ ବୃଦ୍ଧି କଲେ ରାଜ୍ୟ ସରକାର//ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ଆଗତ ହେବ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ଅଟକଳ//ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ଲଘୁଚାପ କ୍ଷେତ୍ର, କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ପରିଣତ ହେଲା, ପଶ୍ଚିମ -ଉତ୍ତର ପଶ୍ଚିମ ଆଡକୁ ମୁହାଁଇବ ଲଘୁଚାପ କ୍ଷେତ୍ର , ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳକୁ ଗତି କରିବ, ଆଗାମୀ ୩୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତ ସମ୍ଭାବନା//ବିଜେଡିରୁ ବହିଷ୍କୃତ ସସ୍ମିତା ମାଝୀ ଗିରଫ,ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ଗିରଫ, ପାଣ୍ଡିଆନଙ୍କ ସମ୍ପର୍କୀୟ କହି ଲକ୍ଷାଧିକ ଟଙ୍କା ଠକେଇ କରିଥିଲେ//ଖୋର୍ଦ୍ଧା ଜଙ୍କିଆ ଥାନା ଡମଣଭୂଇଁ ଗାଁର ଜନବସତି ନିକଟରୁ ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ଆଘାତରେ ମୃତ୍ୟୁ ସନ୍ଦେହ, ବନ ବିଭାଗର ତଦନ୍ତ ଜାରି//ବାଲେଶ୍ଵର ରେମୁଣା ଥାନା ଅଞ୍ଚଳର ଏକ ପରିତ୍ୟକ୍ତ ଘରୁ ନାବାଳିକାର ମୃତଦେହ ଉଦ୍ଧାର, ୩ ଦିନ ତଳୁ ନିଖୋଜ ଥିଲେ ୯ମ ଶ୍ରେଣୀର ଛାତ୍ରୀ , ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ//ଆଜି କୋରାପୁଟ ଓ ଗଜପତି ଜିଲ୍ଲାରେ ସ୍କୁଲ ଛୁଟି : ବର୍ଷା ପାଇଁ ରେଡ୍ ସତର୍କତା ଥିବାରୁ ଉଭୟ ଜିଲ୍ଲାରେ ସ୍କୁଲ ଛୁଟି, ସ୍କୁଲ ଛୁଟି ସହ କୋରାପୁଟରେ ବନ୍ଦ ରହିବ ସମସ୍ତ ଅଙ୍ଗନବାଡି କେନ୍ଦ୍ର

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od