Sunday, February 23, 2025
Home mercury movement zodiac sign odia news odisha news ବୁଧ କରିବେ ଓଲଟା ଚଳନ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ ହିଁ ଧନ.. 

ବୁଧ କରିବେ ଓଲଟା ଚଳନ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ ହିଁ ଧନ.. 

by
0 comment

ବୁଧ ଗ୍ରହଙ୍କୁ ଗ୍ରହଙ୍କ ରାଜକୁମାର ବୋଲି କୁହାଯାଏ । ଶାସ୍ତ୍ର ଅନୁସାରେ ବୁଧଗ୍ରହ ଖୁବ୍‌ ଶୀଘ୍ର ଓଲଟା ଚଳନ କରିବେ । ଏହି ସମୟରେ ବୁଧ ଗ୍ରହ ମଙ୍ଗଳଙ୍କ ରାଶି ବିଛା ରାଶିରେ ରହିଛନ୍ତି । ବିଛା ରାଶିରେ ପ୍ରବେଶ କରିବା ମାତ୍ରେ ବୁଧ ଓଲଟା ଚଳନ କରିବା ଆରମ୍ଭ କରିବେ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟ ଚମକିବ..

ବିଛା  – ଏହି ସମୟ ବିଛା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଖୁବ୍‌ ଶୁଭଙ୍କର । ମାନ-ସମ୍ମାନ, ସୁଖସମୃଦ୍ଧି ବୃଦ୍ଧି ହେବ । ବନ୍ଧୁ ଓ ଅନ୍ୟମାନଙ୍କ ସହଯୋଗ ମିଳିବ । ବ୍ୟବସାୟରେ ଅନେକ ଲାଭ ସହ ଛାତ୍ରଛାତ୍ରୀଙ୍କ ପାଇଁ ସମୟ ବେଶ ଶୁଭଙ୍କର । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

ବୃଷ – ଚାକିରି, ବ୍ୟବସାୟ, କଳା, ଓକିଲ ଆଦି କର୍ମକ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ । ଏହି ରାଶି ବ୍ୟକ୍ତି ବିଶେଷ ଖୁବ୍‌ ଅଧିକ ଟଙ୍କା ରୋଜଗାର କରିବେ । ବ୍ୟବସାୟୀ ଲାଭବାନ୍‌ ହେବେ । ଧନ ଦୃଷ୍ଟିରୁ ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଖୁବ୍‌ ଶୁଭଙ୍କର । ଆର୍ଥିକ ସ୍ଥିତି ବେଶ ମଜଭୁତ ହେବ ।

ବିଳମ୍ବ ସହ ବାରମ୍ବାର ବିବାହ ଭାଙ୍ଗୁଛି କି? ଗାଧୋଇବା ପାଣିରେ ମିଶାନ୍ତୁ ବାସ୍‌ ଏକ ଚୁଟ୍‌କି ଏହି ଜିନିଷ, ଶୀଘ୍ର ହେବ ବିବାହ, ମିଳିବ ଧନ..

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଧନ, ଭୂମି-ଯାନ କ୍ଷେତ୍ରରେ ଶୁଭଫଳ ମିଳିବ । ଯାନ,ଭୂମି କିଣିବାର ଯୋଗ ରହିଛି । ଧନ ପ୍ରାପ୍ତି ହେବ ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od