କଟକର ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟଣା: ଶିଶୁଭବନରେ ଚିକିତ୍ସାଧୀନ ଅବସ୍ଥାରେ ୧୧ଦିନର ଶିଶୁର ମୃତ୍ୟୁ // ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ପୁରୀ ଏସପି ପିନାକ ମିଶ୍ର ଅସୁସ୍ଥ ହୋଇପଡ଼ିଥିବା ଚର୍ଚ୍ଚା, ମନ୍ଦିରରୁ ବାହାରି ଆସିଲେ ଏସପି- ଅସୁସ୍ଥତା କଥାକୁ ଖଣ୍ଡନ କଲେ // ଦିଗପହଣ୍ଡି: ବିଦ୍ୟୁତ ଆଘାତରେ ୧୦ ଗୁରୁତର, ଫାଶିଗୁଡ଼ା ଗାଁରେ ଠାକୁରାଣୀ ଯାତ୍ରାରେ ରାମାୟନ ନାଟକ ପରିବେଷଣ ସମୟରେ ଘଟିଛି ଅଘଟଣ // ଦିନ ୧ଟା ୨୮ ମିନିଟରେ ଆରମ୍ଭ ହେଲା ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା : ଆଜି କେବଳ ରତ୍ନଭଣ୍ଡାର ଯାଞ୍ଚ ହେବ, ରତ୍ନ ଅଳଙ୍କାର ଗଣତି ହେବନାହିଁ//ରତ୍ନଭଣ୍ଡାର ଅଳଙ୍କାର ରଖିବା ପାଇଁ ଆସିଲା ସିନ୍ଦୁକ: ସ୍ଵତନ୍ତ୍ର ବରାଦରେ ତିଆରି ହୋଇଥିବା ୬ ସିନ୍ଦୁକ ପହଞ୍ଚିଲା, ୬ଟି ସିନ୍ଦୁକ ଟ୍ରକରେ ଲଦି ପହଞ୍ଚିଲେ ଭୁବନେଶ୍ଵରର ଜନୈକ ବ୍ୟକ୍ତି, ପ୍ରଶାସନ ପକ୍ଷରୁ ବରାଦ କରାଯାଇଥିଲା ୧୫ଟି ସିନ୍ଦୁକ//ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଙ୍କୁ ଗୁଳିମାଡ: ଅଳ୍ପକେ ବର୍ତ୍ତିଲେ ଟ୍ରମ୍ପ, କାନ ପାଖରେ ଗୁଳି ବାଜି ଚାଲିଯାଇଥିବା ସୂଚନା, ହସ୍ପିଟାଲରେ ଚିକିତ୍ସା ପରେ ବିପଦମୁକ୍ତ, ଏନକାଉଣ୍ଟରରେ ଆକ୍ରମଣକାରୀ ମୃତ, ଘଟଣାକୁ ନିନ୍ଦା କଲେ ଜୋ ବାଇଡେନ୍//ପିପିଲି ଦାଣ୍ଡମୁକୁନ୍ଦପୁର ବଜାରରେ ଅଗ୍ନିକାଣ୍ଡ: ନିଆଁଲାଗି ଜଳିଗଲା ୧୦ ବଖରା ଦୋକାନ ଘର, ସର୍ଟସର୍କିଟ୍ ରୁ ଅଗ୍ନିକାଣ୍ଡ ସନ୍ଦେହ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ//୪୬ ବର୍ଷ ପରେ ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର: ମାର୍ଗଦର୍ଶିକା ଅନୁସାରେ ଶୁଭମୁହୁର୍ତ୍ତରେ ଖୋଲାଯିବ, ଅଳଙ୍କାରର ସଂଖ୍ୟା, ମାନ ଏବଂ ଓଜନ ନିର୍ଦ୍ଧାରଣ ହେବ//ସୋମବାର ବାହୁଡା, ଆଜି ସନ୍ଧ୍ୟା ଦର୍ଶନ : ଅପରାହ୍ନ ୫ଟା ପରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ଶୃଙ୍ଖଳିତ ନୀତି ପାଇଁ ପୁରୀରେ ରହିବେ ଉପମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ, ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଉପସ୍ଥିତ ରହିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ//ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଢିବ ବର୍ଷା; ୪ ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ, ୧୪ଏବଂ ୧୫ରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ//ବଣାଇ: ଉତ୍ପାତ କରୁଥିବା ଗୋଠଛଡା ଦନ୍ତାକୁ ଘଉଡାଇଲା ବନ ବିଭାଗ: ଦନ୍ତାକୁ ୩୦ କିମି ଦୂର ଦେବଗଡ ଜଙ୍ଗଲକୁ ପଠାଇଲା
ବିଦ୍ୟୁତ ଆଘାତରେ ୧୦ ଶିଶୁ ଗୁରୁତର
42