Saturday, January 11, 2025
Home Latest ବାର୍ଡ ଫ୍ଲୁ କୁକୁଡ଼ାମରା ପାଇଁ ଚାଷୀଙ୍କୁ କ୍ଷତିପୂରଣ: ମତ୍ସ୍ୟ-ପଶୁପାଳନ ମନ୍ତ୍ରୀ

ବାର୍ଡ ଫ୍ଲୁ କୁକୁଡ଼ାମରା ପାଇଁ ଚାଷୀଙ୍କୁ କ୍ଷତିପୂରଣ: ମତ୍ସ୍ୟ-ପଶୁପାଳନ ମନ୍ତ୍ରୀ

by
0 comment

ବାର୍ଡ ଫ୍ଲୁ କୁକୁଡ଼ାମରା ପାଇଁ ଚାଷୀଙ୍କୁ କ୍ଷତିପୂରଣ: ମତ୍ସ୍ୟ-ପଶୁପାଳନ ମନ୍ତ୍ରୀ

ସତ୍ୟବାଦୀ ଓ ପିପିଲି ଅଞ୍ଚଳରୁ ଯାଇଥିବା ନମୁନାରୁ ପଜିଟିଭ ଆସିଛି। କୁକୁଡ଼ା ମାରିବା ପାଇଁ ୨୧ ଟିମ୍‌ ଓ ସାନିଟାଇଜ୍‌ ପାଇଁ ୧୦ଟି ଟିମ୍‌ ଲାଗିଛି । ବାର୍ଡ ଫ୍ଲୁ ଯେପରି ଅଲଗା ଜିଲ୍ଲାକୁ କିପରି ନ ବ୍ୟାପିବ । ସେଥିପାଇଁ ବିଭାଗ ସଚେତନ ରହିଛି। ନିମାପଡ଼ା ଓ ଡେଲାଙ୍ଗରୁ ନମୁନା ପଠାଯାଇଛି।

 profile image

Updated

 ବାର୍ଡ ଫ୍ଲୁ କୁକୁଡ଼ାମରା ପାଇଁ ଚାଷୀଙ୍କୁ କ୍ଷତିପୂରଣ: ମତ୍ସ୍ୟ-ପଶୁପାଳନ ମନ୍ତ୍ରୀ

ଭୁବନେଶ୍ବର:  ବାର୍ଡ ଫ୍ଲୁ ନେଇ ପିପିଲି ଅଞ୍ଚଳରେ ୩୦ ହଜାର କୁକୁଡା ମରାଯାଇଛି। ସତ୍ୟବାଦୀ ଓ ପିପିଲି ଅଞ୍ଚଳରୁ ଯାଇଥିବା ନମୁନାରୁ ପଜିଟିଭ ଆସିଛି। କୁକୁଡ଼ା ମାରିବା ପାଇଁ ୨୧ ଟିମ୍‌ ଓ ସାନିଟାଇଜ୍‌ ପାଇଁ ୧୦ଟି ଟିମ୍‌ ଲାଗିଛି ବୋଲି  ମତ୍ସ୍ୟ ଓ ପଶୁପାଳନ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀଙ୍କୁ କ୍ଷତିପୂରଣ ବାବଦରେ ସରକାର ନିଷ୍ପତି ନେଇଛନ୍ତି। ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ କୁକୁଡ଼ା ପାଇଁ ୭୦ ଟଙ୍କା ଦେବାକୁ ବ୍ୟବସ୍ଥା ହୋଇଛି।

ଅଧିକ ପଢ଼ନ୍ତୁ: ମଣିଷଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇନି: ୩୦ ହଜାର କୁକୁଡ଼ା ମରାଯାଇଛି

ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି । ଅଣ୍ଡା ପିଛା ୩ ଟଙ୍କା ଦେବାର ବ୍ୟବସ୍ଥା ରହିଛି। ବାର୍ଡ ଫ୍ଲୁ ଯେପରି ଅଲଗା ଜିଲ୍ଲାକୁ କିପରି ନ ବ୍ୟାପିବ । ସେଥିପାଇଁ ବିଭାଗ ସଚେତନ ରହିଛି। ନିମାପଡ଼ା ଓ ଡେଲାଙ୍ଗରୁ ନମୁନା ପଠାଯାଇଛି। ଆସିଲେ ଜଣାପଡ଼ିବ ସେ ଅଞ୍ଚଳରେ ବାର୍ଡ ଫ୍ଲୁ ଅଛି କି ନାହିଁ।

ଅଧିକ ପଢ଼ନ୍ତୁ: ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା: ସ୍ଟ୍ରେଚରରେ ରୋଗୀଙ୍କୁ ବୋହି ନେଲେ

 profile image

Updated

Advertisment

Join and get latest news updates delivered to you via social media

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od