Saturday, February 22, 2025
Home chatisgarh news update odia news odisha news ବଡ ସଫଳତା; ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ମାଓବାଦୀ ନିହତ

ବଡ ସଫଳତା; ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ମାଓବାଦୀ ନିହତ

by
0 comment

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ସାକ୍ଷ୍ୟ ଗ୍ରହଣ, ପାଟଣାଗଡ଼ ଏଡିଜେ କୋର୍ଟରେ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ, ବିସ୍ଫୋରଣ ଘଟଣାର ତଦନ୍ତ କରୁଥିଲେ ଅରୁଣ ବୋଥ୍ରା//ଦୀର୍ଘ ୯ ମାସ ପରେ ପର୍ଯ୍ୟଟକଙ୍କ ପ୍ରତୀକ୍ଷାର ଅନ୍ତ ଘଟିବ:  ଓଟିଡିସିର ପ୍ରତିଷ୍ଠା ଦିବସରେ ଆଜି ସନ୍ଧ୍ୟାରେ ଶାନ୍ତିସ୍ତୁପ ଧଉଳିରେ ପୁଣି ଚାଲିବ ଆଲୋକ ଓ ଶଦ୍ଦ ଶୋ, ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ  ପ୍ରଭାତୀ ପରିଡା, ପର୍ଯ୍ୟଟନ ସଚିବ ବଳବନ୍ତ ସିଂ, ପର୍ଯ୍ୟଟନ ନିର୍ଦେଶକ ସମର୍ଥ ବର୍ମା ଓ ସ୍ଥାନୀୟ ବିଧାୟକ ବାବୁ ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶୋର ଶୁଭାରମ୍ଭ କରିବେ//ଜେଲ ଏଡିଜି ଅମିତାଭ ଠାକୁରଙ୍କ ନାଁରେ ଫେକ୍‌‌ ଆକାଉଣ୍ଟ, ଇନଷ୍ଟାଗ୍ରାମରେ ଫେକ୍‌‌ ଆକାଉଣ୍ଟ ଖୋଲାଯାଇଥିବା ଅଭିଯୋଗ, ସାଇବର ଥାନାରେ ଅଭିଯୋଗ କଲେ ଅମିତାଭ ଠାକୁର, କୌଣସି ମେସେଜ ଆସିଲେ ଆର୍ଥିକ କାରବାର ନକରିବାକୁ କହିଲେ//ଗୁଜରାଟ: ପୋରବନ୍ଦର ଉପକୂଳ ଆରବ ସାଗରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଜରୁରୀ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା, ୨କୋଷ୍ଟଗାର୍ଡ ପାଇଲଟଙ୍କ ସମେତ ୩ ନିଖୋଜ, ଜଣେ ଊର୍ଦ୍ଧ୍ବାର//ମୟୁରଭଞ୍ଜ ଉଦଳା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ପୁଲିସ୍ ଭ୍ୟାନକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ, ହୋମଗାର୍ଡଙ୍କ ମୃତ୍ୟୁ, ଆଇଆଇସିଙ୍କ ସମେତ ୪ ଗୁରୁତର, ପୁଲିସ୍ ଗାଡି ଚୁରମାର୍ , ଆଇଆଇସିଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର//ଉତ୍ତର ପ୍ରଦେଶ ବାହାରଚିରେ ଥମୁନି ଗଧିଆ ଆତଙ୍କ: ଘରେ ପଶି ୫ ବର୍ଷର ଶିଶୁକୁ ଲହୁଲୁହାଣ କଲା ଗଧିଆ, ଦୁଇ ମାସରେ ୯ଜଣଙ୍କୁ ମାରିଲେଣି ଗଧିଆ ପଲ, ୧୦ରୁ ଅଧିକ ଆହତ, ଏଯାବତ୍ ୪ ଗଧିଆଙ୍କୁ ଧରିଲାଣି ବନ ବିଭାଗ , ଆଉ ଦୁଇ ଗଧିଆଙ୍କୁ ଖୋଜାଖୋଜି ଜାରି//ତାଳଚେର ଖଣି ଉପନିର୍ଦେଶକ ଧରଣୀଧର ନାୟକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ବିଭାଗ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od