//ବଜ୍ରପାତରେ ଦମ୍ପତିଙ୍କ ସମେତ ୩ଜଣଙ୍କ ମୃତ୍ୟୁ। ମୟୁରଭଞ୍ଜ ଓ ଭଦ୍ରକ ଜିଲାରେ ବଜ୍ରାଘାତରେ ୩ ମୃତ। ମୟୂରଭଞ୍ଜ ବୈଶିଙ୍ଗା ଥାନା ସିଙ୍ଗାରାପୁରା ଗାଁ ନିକଟ ବିଲରେ ବଜ୍ରପାତ। ବିଲରେ କାମ କରୁଥିବାବେଳେ ବଜ୍ରାଘାତରେ ଦମ୍ପତିଙ୍କ ମୃତ୍ୟୁ। ଭଦ୍ରକ ଆଗରପଡ଼ା ଥାନା ସାହୁପଡ଼ାରେ ଜଣେ ମୃତ ଓ ଜଣେ ଗୁରୁତର। ତେଲକୋଇ ଗୁଡ଼ିକଂସରେ ବଜ୍ରାଘାତରେ ୨ ମହିଳା ଓ ଜଣେ ଶିଶୁ ଆହତ। //୨୪ ଘଣ୍ଟାରେ ଆଳୁ ସମସ୍ୟା ଦୂର ନହେଲେ ଧାରଣା ଦିଆଯିବ//ଆଇନ ଜାଲରେ ଫସିଲେ କର୍ନାଟକ ମୁଖ୍ୟମନ୍ତ୍ରୀ, ଜମି ଦୁର୍ନୀତି ଅଭିଯୋଗରେ ସିଦ୍ଧରମେୟାଙ୍କ ନାଁରେ ରୁଜୁ ହେବ ମାମଲା, ଅନୁମତି ଦେଲେ ରାଜ୍ୟପାଳ // ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ମାମଲାର ଅଭିଯୁକ୍ତ ତହଉର ରାଣାକୁ ଝଟକା, ଭାରତ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଲେ ଆମେରିକୀୟ କୋର୍ଟ // ଶଙ୍ଖ ଭବନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବ ବିଜେଡି, ବିଧାୟକ ପ୍ରତାପ ଦେବଙ୍କ ସାମ୍ବାଦିକ ସମ୍ମିଳନୀ//ବିଧାନସଭାରେ ଆରମ୍ଭ ହେଲା ନୂଆ ବିଧାୟକମାନଙ୍କ ପାଠଶାଳା ‘ଜ୍ଞାନ ସଂସ୍କାର’ କାର୍ଯ୍ୟକ୍ରମ, ବର୍ଜନ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ // ଭୁବନେଶ୍ଵର: ଖାଉଟିଙ୍କୁ ଚାଉଳ ସହିତ ଗହମ ଯୋଗାଇଦେବେ ରାଜ୍ୟ ସରକାର, କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିବା ନେଇ ସୂଚନା ଦେଲେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର // ବାଲେଶ୍ଵର: ଅନଲାଇନ ଗେମ୍ ଖେଳି ଯୁବକଙ୍କ ଆତ୍ମହତ୍ୟା, ମୃତ ଯୁବକ ହେଲେ ରେମୁଣା ସାହାଜିପାଟଣା ଗ୍ରାମର ଗୌତମ ନାୟକ, ଅନଲାଇନ ଗେମରେ ଲକ୍ଷାଧିକ ଟଙ୍କା ହରାଇବା ପରେ ଆତ୍ମହତ୍ୟା କରିଥିବା ସୂଚନା // ସମ୍ବଲପୁର ରାସ୍ତାର ଏନଏଚ୍ ୨୬ ଫାସଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ୧୦୮ ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚାଳକ ମୃତ, ଡ୍ରାଇଭର ଫେରାର//କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚ ଗାଁରେ ଅଘଟଣ: ବିଧବା ମହିଳାଙ୍କ ଗଳା କାଟି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ//ଭିଜିଲାନ୍ସ ଜାଲରେ ଜିଏସଟି ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀ, ୫କୋଟି ୮୫ଲକ୍ଷ ଟଙ୍କାର ଟିକସ ହେରଫେର ଅଭିଯୋଗରେ ଚଢାଉ//ଉତ୍ତରପ୍ରଦେଶ କାନପୁରରେ ଟ୍ରାକରୁ ଖସିଲା ସାବରମତୀ ଏକ୍ସପ୍ରେସ , ୧୨ଟି ବଗି ଲାଇନଚ୍ୟୁତ//ଓଡିଶାରେ କଲକାତା ନିଆଁ : ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ପକ୍ଷରୁ ୨୪ ଘଣ୍ଟିଆ ଧର୍ମଘଟ, ସକାଳ ୬ଟାରୁ ଆନ୍ଦୋଳନରେ ଡାକ୍ତର ସଂଘ, ଜରୁରିକାଳୀନ ସେବାକୁ ଛାଡି ଓପିଡି, ଓଟି ଏବଂ ଲ୍ୟାବ୍ ସେବା ବ୍ୟୟକଟ୍ ପାଇଁ ଆହ୍ବାନ, ରୋଗୀ ସେବା ପ୍ରଭାବିତ ହେବା ଆଶଙ୍କା//ଆସୁଛି ବଡ ବର୍ଷା: ଲଘୁଚାପ ପ୍ରଭାବରେ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା, ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ଏସଆରସି, ଜଳବନ୍ଦୀ ସ୍ଥିତି ସହ ପାହାଡିଆ ଅଞ୍ଚଳରେ ଧସିପାରେ ମାଟି ଅତଡା, ବିଭିନ୍ନ କେନାଲ ଏବଂ ନଦୀ ବନ୍ଧ ଉପରେ ନଜର ରଖିବାକୁ ଯନ୍ତ୍ରୀଙ୍କୁ ନିର୍ଦେଶ
ବଜ୍ରପାତରେ ୩ ମୃତ, ୪ ଆହତ
27
previous post