Monday, January 13, 2025
Monday, January 13, 2025
Home ଦେଶ- ବିଦେଶ ପରାଜୟ ପରେ ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ

ପରାଜୟ ପରେ ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ

by
0 comment

ଡେସ୍କ: ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକ ଆଜି (ଶୁକ୍ରବାର) ସାଧାରଣ ନିର୍ବାଚନ ଫଳାଫଳ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଉତ୍ତରାଧିକାରୀ ଚୟନ ପାଇଁ ଆନୁଷ୍ଠାନିକ ବ୍ୟବସ୍ଥା ହେବା ପରେ ସେ କଞ୍ଜରଭେଟିଭ୍ ନେତା ପଦରୁ ଇସ୍ତଫା ଦେବେ।

୨୦୨୩-୨୪ରେ ପ୍ରତିରକ୍ଷା ଉତ୍ପାଦ ମୂଲ୍ୟରେ ସର୍ବାଧିକ ଅଭିବୃଦ୍ଧି ହାସଲ କଲା ଭାରତ

ପରାଜୟ ପାଇଁ ସୁନାକ ଭୋଟରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଇସ୍ତଫା ଦେବା ପରେ ଏକ ସଂକ୍ଷିପ୍ତ ଭାଷଣରେ ସୁନାକ କହିଛନ୍ତି ଯେ ୧୪ ବର୍ଷର କନଜର୍ଭେଟିଭ୍ ଶାସନ କାଳରେ ବ୍ରିଟେନ ୨୦୧୦ ତୁଳନାରେ ଅଧିକ ସମୃଦ୍ଧ, ନିରପେକ୍ଷ ଏବଂ ସ୍ଥିର ଥିଲା। ଆଜି ପ୍ରକାଶିତ ବ୍ରିଟେନ୍ ସାଧାରଣ ନିର୍ବାଚନ ଫଳାଫଳରେ ଲେବର ପାର୍ଟି ବିପୁଳ ବିଜୟ ହାସଲ କରିଛି ଏବଂ ଦଳର ନେତା କିର୍ ଷ୍ଟାର୍ମର୍ ପରବର୍ତ୍ତୀ ବ୍ରିଟିଶ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।

ହାଥରସ ପୀଡ଼ିତାଙ୍କ ପରିବାରକୁ ଭେଟିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od