//କଟକରେ ଜଳିଗଲା ‘ମୋ ବସ’, ସବୁ ଯାତ୍ରୀ ସୁରକ୍ଷିତ ଉଦ୍ଧାର//ଚାଷୀଙ୍କ ଦିଲ୍ଲୀ ଚଲୋ ଶୋଭାଯାତ୍ରା ଗୋଟିଏ ଦିନ ପାଇଁ ସ୍ଥଗିତ / ଶମ୍ଭୁ ଚେକପୋଷ୍ଟରେ ହରିୟାଣା ପୋଲିସର ଲୁହବୁହା ଗ୍ୟାସ ଓ ପାଣି ତୋପ ପ୍ରୟୋଗ ଯୋଗୁ କିଛି କୃଷକ ଆହତ ହୋଇଥିବାରୁ ଶୋଭାଯାତ୍ରା ଗୋଟିଏ ଦିନ ପାଇଁ ସ୍ଥଗିତ / ସୋମବାର ଲୋକସଭାରେ ଆଗତ ହେବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ସମ୍ବନ୍ଧୀୟ ଦୁଇଟି ବିଲ୍ / କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ ଲୋକସଭାରେ ଆଗତ କରିବେ ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍ / ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି / ସୁଇଜରଲାଣ୍ଡରୁ ଭାରତକୁ ଝଟକା, ସବୁଠୁ ପସନ୍ଦଯୋଗ୍ୟ ରାଷ୍ଟ୍ର ମାନ୍ୟତା ପ୍ରତ୍ୟାହାର କରିନେଲେ ସୁଇଜରଲାଣ୍ଡ ସରକାର / ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ, ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ, ଦାମୀ କାରରୁ ୧୦ ଲକ୍ଷ ଟଙ୍କା ଜବତ ହେବା ଘଟଣାରେ ସମନ ଜାରି କଲା ସିବିଆଇ / ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ, ହାଇକୋର୍ଟରୁ ବେଲ୍ ମିଳିଥିଲେ ମଧ୍ୟ ଗୋଟିଏ ରାତି ଜେଲରେ ଥିଲେ ଅଲ୍ଲୁ ଅର୍ଜୁନ /
7
previous post