Monday, February 24, 2025
Home Latest ତାଲବ ବଏଲ ଯାତ୍ରାରେ ଗୋଷ୍ଠୀ ସଂଘର୍ଷ: ଜଣେ ଗୁରୁତର, ଜଣଙ୍କୁ ବାନ୍ଧିଲା ପୁଲିସ

ତାଲବ ବଏଲ ଯାତ୍ରାରେ ଗୋଷ୍ଠୀ ସଂଘର୍ଷ: ଜଣେ ଗୁରୁତର, ଜଣଙ୍କୁ ବାନ୍ଧିଲା ପୁଲିସ

by
0 comment

ସମ୍ବଲପୁର: ତାଲବ ବଏଲ ଯାତ୍ରାରେ ଗୋଷ୍ଠୀ ସଂଘର୍ଷ | ଗୋଷ୍ଠୀ ସଂଘର୍ଷରେ ଛୁରାମାଡ଼ର ରୂପ ନେଇଛି | ଛୁରାମାଡ଼ରେ ତାଲବ ଗାଁର ଜଣେ ଗୁରୁତର ଆହତ | ଗୁରୁତର ଆହତଙ୍କୁ ବୁର୍ଲାରେ ଭର୍ତ୍ତି କରାଯାଇଛି |

Advertisment

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ତାବଲ ଗାଁରେ ବଏଲ ଯାତ୍ରା ଚାଲିଥିଲା | ସେହି ସମୟରେ ରେଙ୍ଗାଲି ଅଂଚଳର କିଛି ଯୁବକ ସହିତ ସ୍ଥାନୀୟ ଅଂଚଳର କିଛି ଯୁବକଙ୍କ ଝଗଡ଼ା ହୋଇଥିଲା | ଏହି ଝଗଡ଼ା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା | ଏଥିରେ ରେଙ୍ଗାଲି ଅଂଚଳର ଯୁବକମାନେ ଅପରଗୋଷ୍ଠୀକୁ ଛୁରାମାଡ଼ କରିଥିଲେ | ଫଳରେ ଜଣେ ଗୁରୁତର ହୋଇ ବୁର୍ଲାରେ ଭର୍ତ୍ତି ହୋଇଥିବା ବେଳେ ପୁଲିସ ଜଣକୁ ଗିରଫ କରିଛି |

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od