Sunday, January 12, 2025
Home ସମାଜ ଟିଭି ଗାଡି ପାଇଁ ଆଉ ଚିନ୍ତା ନାହିଁ, ନବୀନ ନିବାସ ପାଖରେ ଖୋଲିଲା ଓଡ଼ିଶାର ପ୍ରଥମ ଅଲଟ୍ରାଗାର୍ଡ ଅଫିସିଆଲ ଷ୍ଟୋର

ଗାଡି ପାଇଁ ଆଉ ଚିନ୍ତା ନାହିଁ, ନବୀନ ନିବାସ ପାଖରେ ଖୋଲିଲା ଓଡ଼ିଶାର ପ୍ରଥମ ଅଲଟ୍ରାଗାର୍ଡ ଅଫିସିଆଲ ଷ୍ଟୋର

by
0 comment

ପର୍ଥ ଟେଷ୍ଟ: ବିରାଟ କୋହଲିଙ୍କ ଶତକ, ୪୮୭ ରନରେ ଭାରତର ପାଳି ଘୋଷଣା, ଅଷ୍ଟ୍ରେଲିଆକୁ ୫୩୪ ରନର ବିଜୟ ଲକ୍ଷ୍ୟ // ସୁନ୍ଦରଗଡ଼ରୁ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ୩ୟ ପର୍ଯ୍ୟାୟ ଟଙ୍କା ବଣ୍ଟନ ଆରମ୍ଭ, ବିଶାଳ ସମାବେଶରେ ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ // ଜାନୁଆରୀ ୩୧ ତାରିଖ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି ଓ ଗଣତି ମଣତି କାର୍ଯ୍ୟ; ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ//ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୧୬ତମ ମନ କୀ ବାତ୍ କାର୍ଯ୍ୟକ୍ରମ : ଏନସିସି ଦିବସରେ କଲେଜ ସମୟର ଅନୁଭୂତି ମନେ ପକାଇଲେ ମୋଦୀ, ଏନସିସି ଅନୁଶାସନ, ନେତୃତ୍ଵ ଓ ସେବା ଭାବନା ଆଣିଥାଏ, ୫ ହଜାର ସ୍କୁଲରେ ଏନସିସି ସୁବିଧା କରାଯାଇଛି//ଅନୁଗୁଳ ଟାଉନ ଥାନା ସୁସୁଗା ଗାଁରେ ଅଘଟଣ : ବୃଦ୍ଧା ମାଆକୁ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ, ମାଆ ସହ ବଚସା ପରେ କିଟି ପିଟି ହତ୍ୟା କଲା , ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍ // ଘର ପାର୍କିଂରେ ଜଳିଗଲା ୪ ଗାଡ଼ି, ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ପାର୍କିଂରେ ନିଆଁ ଲାଗି ୩ ବାଇକ ଓ ଗୋଟିଏ ସ୍କୁଟି ଜଳିଯାଇଥିବା ସୂଚନା, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ // କେନ୍ଦ୍ରାପଡ଼ା: ସଦର ଥାନା ଶୁଆଳିସିଂ କଲେଜ ନିକଟ ରେଳଧାରଣାରେ ଯୁବକଙ୍କ କଟା ମୃତଦେହ ଠାବ, ଶରୀରରୁ ମୁଣ୍ଡ ଅଲଗା ହୋଇପଡ଼ିଛି ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ // ବସ-ଅଟୋ ମୁହାଁମୁହିଁ ଧକ୍କା: ୭ ଶ୍ରମିକ ମୃତ, ୪ ଗୁରୁତର ଆହତ, ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲା ଥାଲାଗାସପାଲ୍ଲେ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା // ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ଅଘଟଣ : ଲକ୍ଷ୍ମଣନାଥ ଟୋଲଗେଟ୍‌କୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଡ୍ରାଇଭର ଜୀବନ୍ତଦଗ୍ଧ//ଓଲଟିଲା ଗାଡି: ଲୋକେ ବୋହିନେଲେ କୁକୁଡା, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନଂ ଜାତୀୟ ରାଜପଥରେ ଓଲଟି ପଡିଲା କୁକୁଡା ବୋଝେଇ ପିକଅପ୍ ଭ୍ୟାନ୍, ଅନୁଗୁଳରୁ କୁକୁଡା ନେଇ ରାଇରଙ୍ଗପୁର ଯାଇଥିଲେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର, ଡ୍ରାଇଭର ଆହତ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od