//ଘାଟିରାସ୍ତାରେ ଓଲଟିଲା ବସ୍, ୨୪ ଆହତ, ରାୟଗଡ଼ା ଥାନା ମାର୍ଲବା ଘାଟିରାସ୍ତାରେ ବସ୍ ଦୁର୍ଘଟଣା, ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଆସୁଥିବା ବେଳେ ଦୁର୍ଘଟଣା, ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି/ଆସନ୍ତା ଫେବୃଆରୀ ୧୮ରୁ ହେବ ୨୦୨୫ର ଯୁକ୍ତ ଦୁଇ ପରୀକ୍ଷା, ମାର୍ଚ୍ଚ ୨୭ ଯାଏଁ ୧୨୭୬ଟି କେନ୍ଦ୍ରରେ ହେବ ପରୀକ୍ଷା / ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା, ଚଳିତ ଥର ଯୁକ୍ତ ଦୁଇ ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ / ମୋଟ ୨୨ଟି ସିଟିଙ୍ଗରେ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ହେବ ପରୀକ୍ଷା / ପରୀକ୍ଷା କେନ୍ଦ୍ର ହୋଇଥିବା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସିସି ଟିଭି ବ୍ୟବସ୍ଥା ହୋଇଥିବା ସୂଚନା / ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ପ୍ରକାଶ ପାଇବ ଫଳ /ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ହସ୍ପିଟାଲରେ ଭେଟି ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ / ଆଜି ବିଶ୍ଵ କର୍କଟ ଦିବସ, ଚଳିତବର୍ଷର ବାର୍ତ୍ତା ରହିଛି ଅନନ୍ୟତାରେ ଏକତା / ଆଜିଠୁ ଖଣ୍ଡଗିରିରେ କୁମ୍ଭମେଳା: ସାଧୁସନ୍ଥଙ୍କ ସମାଗମ, ବେଦପାଠରେ କମ୍ପିବ ପରିବେଶ /
ବିବେକାନନ୍ଦ ରାଉତ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦଯାପିତ
1
previous post