Sunday, January 19, 2025
Home Home Left ସାରକୁ ଲୁଣ ଭାବି ଲେମ୍ବୁରେ ମିଶାଇ ଖାଇଦେଲେ ୫ ଛାତ୍ର: ଆଉ ତାପରେ

ସାରକୁ ଲୁଣ ଭାବି ଲେମ୍ବୁରେ ମିଶାଇ ଖାଇଦେଲେ ୫ ଛାତ୍ର: ଆଉ ତାପରେ

by
0 comment

ବାରକୋଟ,୧୯।୧: ଦେବଗଡ଼ ଜିଲା ବାରକୋଟ ଥାନା ସରୁଆଳି ଗାଁରେ ରବିବାର ଏକ ଅଘଟଣ ଘଟିଛି। ସାର ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ସମସ୍ତଙ୍କୁ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମତାବକ, ଖେଳୁଥିବା ବେଳେ ୫ଜଣ ଛାତ୍ର ସାରକୁ ଲୁଣ ଭାବି ଲେମ୍ବୁରେ ମିଶାଇ ଖାଇଦେଇଥିଲେ। ଏହାର କିଛି ସମୟ ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ। ଏପରିକି ସେମାନଙ୍କ ମଧ୍ୟରୁ କେତେଜଣ ଛାତ୍ରଙ୍କ ପେଟ କାଟିବା ସହ ବାନ୍ତି ହୋଇଥିବା ଜଣାପଡିଛି। ପରବର୍ତ୍ତୀ ସମୟରେ ପରିବାର ଲୋକେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭତ୍ତି କରିଥିଲେ। ସେଠାରେ ସେମାନଙ୍କ ଚିକିତ୍ସା ଚାଳିଥିବା ଜଣାପଡିଛି।

ମାଟି ଖୋଲିଲେ ବିଡିଓ, ବୋହିଲେ ମହିଳା ସରପଞ୍ଚ

କୁଚିଣ୍ଡା,୧୯ା୧(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ଅଞ୍ଚଳରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ବିଭିନ୍ନ ପ୍ରକଳ୍ପ କାମ ହେଉଛି। କୁଚିଣ୍ଡା ବ୍ଲକ ଖଣ୍ଡୋକଟା ପଞ୍ଚାୟତର ଜୁନାନୀ ଗ୍ରାମର ଚାଷଜମିକୁ…

ଚାକିରି କରାଇ ଦେବି କହି ମହିଳାଙ୍କୁ ଠକେଇ, ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୯ା୧(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ତହସିଲ କିମ୍ବା ବ୍ଲକ କାର୍ଯ୍ୟାଳୟରେ ସରକାରୀ ଚାକିରି କରାଇ ଦେବି କହି ଜଣେ ମହିଳାଙ୍କ ନିକଟରୁ ବିଭିନ୍ନ ପର୍ଯ୍ୟାୟରେ…

ସରକାରୀ ଜାଗା ଜବରଦଖଲ: ଭଙ୍ଗାଗଲା ୨ ଘର, ୧୫କୁ ନୋଟିସ୍‌

ବାଲିଗୁଡ଼ା,୧୯ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ସରକାରୀ ଜମିରେ ବେଆଇନ ଭାବେ କୋଠା ନିର୍ମାଣ ଦିନକୁ ଦିନ ବେଲଗାମ ହୋଇପଡ଼ିଛି। ଏ ନେଇ…

ନବୀନଙ୍କ ପରେ କିଏ ହେବାକୁ ଚାହୁଁଥିଲେ ମୁଖ୍ୟମନ୍ତ୍ରୀ? ସାଂଘାତିକ ଖୁଲାସା କଲେ ଏମପି ପ୍ରଦୀପ

ଭୁବନେଶ୍ୱର,୧୯ା୧: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ନୂଆମୋଡ। ବରଗଡ଼ ଲୋକ ସଭା ଏମପି ପ୍ରଦୀପ ପୁରୋହିତ ଦେଇଛନ୍ତି ସାଂଘାତିକ ବୟାନ। ପ୍ରଦୀପ କହିଛନ୍ତି,…

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ରହିଛନ୍ତି ଆଇପିଏସ୍‌ ଅଧିକାରୀ: ଜୟନାରାୟଣ

ଭୁବନେଶ୍ୱର,୧୯ା୧: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ଏକ ବଡ ଷଡ଼ଯନ୍ତ୍ର ରହିଥିବା ନେଇ ପଶ୍ଚିମ ଓଡ଼ିଶାର କେତେକ ଛାମୁଆ ନେତା ଦାବି କରିଛନ୍ତି।…

ଶତାଧିକ ଏକର ଜମିରେ ଗଞ୍ଜେଇ ଚାଷ, ଦେଖିକି ପୋଲିସ ତାଟକା

ଦାରିଙ୍ଗବାଡ଼ି,୧୯ା୧(ଅରୁଣ ସାହୁ): ଗଞ୍ଜେଇ ଗଛ ଯେତେ କାଟିଲେ ବି ସରିବାର ନାଁ ନେଉନି। ଏକର କି ଦୁଇ ଏକର ନୁହଁ ଶତାଧିକ ଏକରରେ ବେଆଇନ ଭାବରେ…

ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌, ୨ ଗୁରୁତର

ବାଲିଗୁଡ଼ା,୧୯ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ତୁମୁଡିବନ୍ଧ-କୋଟଗଡ଼ ରାସ୍ତାରେ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାରେ ୨ ଜଣ ବାଇକ୍‌ ଆରୋହୀ…

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଫଟୋ

ପୁରୀ,୧୯ା୧: ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ପୁଣି ଭାଇରାଲ ହୋଇଛି। ଗରୁଡ଼ ସ୍ତମ୍ଭ ପାଖରୁ ଗର୍ଭ ଗୃହର ଫଟୋ ଏବଂ କୀର୍ତ୍ତନ ଚକଡ଼ାର ଫଟୋ ଉଠାଯାଇ ସୋସିଆଲ…

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od