Saturday, February 22, 2025
Home odia news ଅଟୋ ଚାଳକଙ୍କୁ ଗଳା କାଟି ହତ୍ୟା !

ଅଟୋ ଚାଳକଙ୍କୁ ଗଳା କାଟି ହତ୍ୟା !

by
0 comment

କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଗାରିଡି ଗାଁରେ ଅଭାବନୀୟ ଘଟଣା ; ଅଟୋ ଚାଳକଙ୍କୁ ଗଳା କାଟି ବିଭତ୍ସ ହତ୍ୟା//ବସ୍ ଓଲଟି ଜଣେ ମୃତ, ଭଦ୍ରକ ଆନନ୍ଦପୁର ରାସ୍ତାର ଟିଲୋ ଜାଗୁଳାଇପଦା ଛକ ନିକଟରେ ଭଦ୍ରକରୁ ଆନନ୍ଦପୁର ଅଭିମୁଖେ ଯାଉଥିବା ଅରୁପାନନ୍ଦ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ // ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ଘଟଣା: ଗୁରୁଗ୍ରାମରୁ ପତ୍ନୀ ନିକିତାଙ୍କୁ ଗିରଫ କଲା ବେଙ୍ଗଲୁରୁ ପୁଲିସ୍ , ନିକିତାଙ୍କ ମାଆ ଓ ଭାଇ ଉତ୍ତରପ୍ରଦେଶ ପ୍ରୟାଗରାଜରୁ ଗିରଫ, ଅଭିଯୋଗ ପୂର୍ବରୁ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ଅତୁଲ, ମୃତ୍ୟୁ ପାଇଁ ପତ୍ନୀ ଓ ଶ୍ଵଶୁର ଘର ଲୋକଙ୍କୁ ଦାୟୀ କରିଥିଲେ//ସାଲେପୁର ଯାତ୍ରା ପାର୍ଟିର ଏଣ୍ଟ୍ରି ଗେଟ୍ ଭୁଶୁଡିବା ଘଟଣା : ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କଲେ ଗ୍ରାମାଞ୍ଚଳ ଏସପି, ନିଜ ଆଡୁ ମାମଲା ସହ ଯାତ୍ରା ପାର୍ଟି ମ୍ୟାନେଜର ଅଟକ//ଯାଜପୁର : ୧୧ ମାସ ପରେ ପୁରୁଣା ସ୍ଥାନକୁ ଫେରିଲା ବିରଜା ହାଟ, ଶାନ୍ତି ଶୃଙ୍ଖଳା ଲାଗି ଦୁଇ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ, ୨୦୦ରୁ ଅଧିକ ଚାଷୀ ଓ ବ୍ୟବସାୟୀ ଆରମ୍ଭ କଲେ ବେପାର, ବିରଜା ମନ୍ଦିର ପ୍ରକଳ୍ପ ପାଇଁ ହାଟକୁ କରାଯାଇଥିଲା ସ୍ଥାନାନ୍ତର, ହାଟ ସ୍ଥାନାନ୍ତର କରି ସନ୍ଥ ମାଧବ ଅଞ୍ଚଳରେ ବସାଯାଇଥିଲା ନୂଆ ହାଟ//ସୁନ୍ଦରଗଡ ତାମଡା ରେଞ୍ଜ କଣ୍ଟାପାଲି ଗାଁ ମୁଣ୍ଡା ସାହିରେ ଅଘଟଣ : ବଣାଇରେ ଘରୁ ଟାଣି ଆଣି ଦୁଇ ଝିଅଙ୍କୁ ଦଳିଦେଲା ଦନ୍ତା , ପରିବାର ସହ ଶୋଇଥିବାବେଳେ ଅଘଟଣ, ହାତୀକୁ ଦେଖି ଦୌଡି ପଳାଇଲେ ପରିବାରର ଅନ୍ୟ ସଦସ୍ୟ//ଯାଜପୁର: ନିଆଁ ଲାଗି ଜଳିଗଲା ୨ ଶୀତ ବସ୍ତ୍ର ଦୋକାନ, ବ୍ୟାସନଗର ପେଟ୍ରୋଲ ପମ୍ପ ନିକଟ ଦୋକାନରେ ଅଗ୍ନିକାଣ୍ଡ , ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ//ଜାଡରେ ଥରୁଛି ସାରା ଓଡିଶା : ସୁନ୍ଦରଗଡ ଜିଲ୍ଲା କୋଇଡାରେ ପ୍ରବଳ ଶୀତ ଯୋଗୁଁ କାକର ବିନ୍ଦୁ ବରଫରେ ପରିଣତ, ୫ ଡିଗ୍ରୀ ତଳେ ରାତି ତାପମାତ୍ରା//କଟକରେ ମୋ ବସରେ ଅଗ୍ନିକାଣ୍ଡ ଘଟଣା : ପରିବହନ ବିଭାଗ ପକ୍ଷରୁ ତନାଘନା, ତଦନ୍ତ ପାଇଁ ଗଠିତ ହେଲା କମିଟି, କେମିତି ଲାଗିଲା ନିଆଁ ଯାଞ୍ଚ କରିବ ଟେକ୍ନିକାଲ୍ ଟିମ୍//ରାଜଧାନୀର ୟୁନିଟ୍-୧ ପରିବା ମାର୍କେଟରେ ଅଗ୍ନିକାଣ୍ଡ: ୫ଟି ଦୋକାନ ପୋଡି ଯାଇଥିବା ସୂଚନା, ନିଆଁକୁ ଆୟତ୍ତ କଲା ଅଗ୍ନିଶମବାହିନୀ, କେହି ମୃତାହତ ହୋଇନଥିବା ସୂଚନା//ମଣିପୁରରେ ଦୁଇ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା, ବିହାରର ଦୁଇ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲା ଅଜଣା ବ୍ୟକ୍ତି , କାକଚିଙ୍ଗ ଜିଲ୍ଲା କେଇରାକରେ ସାଇକେଲରେ ଯିବାବେଳେ ଗୁଳିମାଡ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od