Monday, February 24, 2025
Home Home ଅଟୋ ସହ ପିଟିହେଲା ବିଧାୟକଙ୍କ କାର୍‌

ଅଟୋ ସହ ପିଟିହେଲା ବିଧାୟକଙ୍କ କାର୍‌

by
0 comment

ଖୋର୍ଦ୍ଧା,୨୫ା୧୧: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ବଡ଼ପୋଖରିଆ ଛକ ନିକଟରେ ସୋମବାର ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୂଚନା ଅନୁଯାୟୀ, ବିଧାୟକ ସେଠୀ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ଖଲ୍ଲିକୋଟରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ହଠାତ ବଡ଼ପୋଖରିଆ ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ପଛରେ ବିଧାୟକଙ୍କ ଗାଡ଼ି ଧକ୍କା ହୋଇଥିଲା । ଯାହା ଫଳରେ ଅଟୋରେ ଥିବା ଦୁଇ ଯାତ୍ରୀ ଆହତ ହୋଇଥିବାବେଳେ କାର୍‌ଟି ଭାଙ୍ଗିରୁଜି ଯାଇଛି। ବିଧାୟକ ସୁରକ୍ଷିତ ଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।

ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ବାଚସ୍ପତି, କାଲିଠୁ ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର,୨୫ା୧୧: ଶୀତକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ଗୃହକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀଙ୍କ ସହଯୋଗ…

ରାଜ୍ୟର ୯ ଜିଲାରେ ସର୍ବାଧିକ ଗଞ୍ଜେଇ ଚାଷ, ଏଥର ହେବ ମୂଳପୋଛ: ଡିଜିପି

ଭୁବନେଶ୍ୱର,୨୫ା୧୧: ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗ୍ରୀନ କ୍ଲିନ୍‌ ଅଭିଯାନ ନେଇ ଡିଜିପି ଓ୍ବାଇବି ଖୁରାନିଆ ସୂଚନା…

ବିଧାୟକଙ୍କୁ ଆକ୍ରମଣ ଘଟଣା କାହିଁକି କ୍ରାଇମବ୍ରାଞ୍ଚଙ୍କୁ ଦିଆଗଲା ତଦନ୍ତ ଦାୟିତ୍ୱ: ଡିଜିପି କହିଲେ….

ଭୁବନେଶ୍ୱର,୨୫।୧୧ ଯାଜପୁର ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ ଡିଜିପିଙ୍କ ପ୍ରତିକ୍ରିୟା ରଖିଛନ୍ତି। କାହିଁକି କ୍ରାଇମବ୍ରାଞ୍ଚଙ୍କୁ ତଦନ୍ତ ଦାୟିତ୍ୱ ଦିଆଗଲା ସେ ନେଇ ସେ କହିଛନ୍ତି, ସଠିକ…

ବଡ଼ ଭାଇଙ୍କୁ ଟାଙ୍ଗିଆରେ ହାଣି ମାରିଲା ସାନ ଭାଇ

ଝାରସୁଗୁଡ଼ା,୨୫।୧୧: ସାନ ଭାଇଙ୍କ ଟାଙ୍ଗିଆ ଚୋଟରେ ବଡ଼ ଭାଇଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲା ଲଖନପୁର ଥାନା କୁଡ଼ାଲୋଇ ଗଙ୍ଗାପଡ଼ାରେ। ଅଭିଯୁକ୍ତ…

ଫସିଗଲେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ, ରିଲ୍ସ କରି ସ୍କୁଟି …

ଭୁବନେଶ୍ୱର,୨୫।୧୧ ରିଲ୍ସ କରିବା ପଡ଼ିଲା ମହଙ୍ଗା। ଜବତ ହେଲା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କ ସ୍କୁଟି। ବିନା ହେଲମେଟରେ ସ୍କୁଟି ଚଢ଼ି ରାଜରାସ୍ତାରେ ରିଲ୍ସ କରୁଥିଲେ। ଗାଡ଼ି…

୭୮ ଜଣଙ୍କୁ ଭୂ-ଲେଖ ରେକର୍ଡଭୁକ୍ତ ଜଙ୍ଗଲଜମି ପଟ୍ଟା ବଣ୍ଟନ, ତହସିଲଦାର କହିଲେ ଏଣିକି…

ଦାରିଙ୍ଗବାଡ଼ି,୨୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅନ୍ତର୍ଗତ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟରେ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ରାଜସ୍ବ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି…

ଓଲଟି ପଡ଼ିଲା ଗୋ’ ଚାଲାଣ ଗାଡ଼ି, ଗୋରୁଙ୍କୁ ନେଇ ଅନ୍ୟତ୍ର ଲୁଚାଇ ରଖିଲେ ମାଫିଆ

ପାଟଣା,୨୫ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଭାଲିଆଡିହା ନିକଟରେ ଏକ ବେଆଇନ ଗୋରୁ ବୋଝେଇ ଗାଡ଼ି ସୋମବାର ସକାଳୁ ଦୁର୍ଘଟଣାଗସ୍ତ ହୋଇ ଓଲଟି ପଡ଼ିଛି।…

ଆଉ ନାହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଅନୁଗତ ନିରୁଭାଇ: ଶେଷ ଦର୍ଶନ କରିବାକୁ ଯିବେ ମୋହନ

କେନ୍ଦୁଝର,୨୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାରତୀୟ ଜନତା ପାର୍ଟି ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀ (ନିରୁଭାଇ)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ରବିବାର ଛାତିରେ ଯନ୍ତ୍ରଣା…

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od