Sunday, February 23, 2025
Home ଆମ ଓଡ଼ିଶା କନ୍ଧମାଳ ଜିଲା ହୋମଗାର୍ଡ ସଂଘ କାର୍ଯ୍ୟାଳୟ ନିର୍ମାଣ ପାଇଁ ସାଂସଦଙ୍କୁ ଦାବିପତ୍ର

କନ୍ଧମାଳ ଜିଲା ହୋମଗାର୍ଡ ସଂଘ କାର୍ଯ୍ୟାଳୟ ନିର୍ମାଣ ପାଇଁ ସାଂସଦଙ୍କୁ ଦାବିପତ୍ର

by
0 comment

ଫୁଲବାଣୀ : କନ୍ଧମାଳ ଜିଲା ହୋମଗାର୍ଡ ସଂଘ ଆଇନ୍ ପରାମର୍ଶଦାତା ଆଇନଜୀବି ତଥା ବରିଷ୍ଠ ବିଜେପି ନେତା ଭଗବାନ ମହାନ୍ତି ,ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ଅଜିତ କୁମାର ପଟ୍ଟନାୟକଙ୍କ ତତ୍ବାବଧାନରେ ଆଜି କନ୍ଧମାଳ ଜିଲା ହୋମଗାର୍ଡ ସଂଘ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଫୁଲବାଣୀ ସର୍କିଟ ହାଉସଠାରେ ସକ୍ଷାତ କରି ହୋମଗାର୍ଡ ସଂଘ କାର୍ଯ୍ୟାଳୟ ନିର୍ମାଣ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛି । ଏହି  ଦାବିପତ୍ର ପ୍ରଦାନ ସମୟରେ କନ୍ଧମାଳ ଜିଲା ହୋମଗାର୍ଡ ସଂଘ କାର୍ଯ୍ୟକାରୀ ସଭାପତି ତଥା ପ୍ଲାଟୁନ କମାଣ୍ଡର ଅଖୟ କୁମାର ରାୟ ,ହୋମଗାର୍ଡ ସଂଘ ଆବାହକ ତଥା ଉପ ସଭାପତି ବିରାଜ କୁମାର ପ୍ରଧାନ ,ସମ୍ପାଦକ ସପନ କୁମାର ମିଶ୍ର କୋଷାଧ୍ୟକ୍ଷ ଶେଖ୍ ରିହାଜୁଦନ, ସଂଘର କର୍ମକର୍ତ୍ତା ଜୟନ୍ତୀ ଚୌଧୁରୀ ସାଫରିନ ଖାନ୍, ଚିଦାନନ୍ଦ ଦାସ, ନୃସିଂହ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od