Saturday, January 11, 2025
Saturday, January 11, 2025
Home କ୍ରୀଡ଼ା ଆଜି ଭାରତ-ବାଂଲାଦେଶ ଦ୍ୱିତୀୟ ଟି-୨୦

ଆଜି ଭାରତ-ବାଂଲାଦେଶ ଦ୍ୱିତୀୟ ଟି-୨୦

by
0 comment

ସୁଭଦ୍ରା ଟଙ୍କା ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବକ୍ତବ୍ୟ: ଆଜି ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ମହିଳାଙ୍କୁ ଦିଆଗଲା ଟଙ୍କା , ଆମ ସରକାର ଯାହା ପ୍ରତିଶ୍ରୁତି ଦିଏ , ତାକୁ ଅକ୍ଷରେ ଅକ୍ଷରେ ପାଳନ କରେ//ଦୁର୍ଗାପୂଜା ଅବସରରେ ମହିଳାଙ୍କ ଆକାଉଣ୍ଟକୁ ଆସିଛି ସୁଭଦ୍ରା ଟଙ୍କା, ବାରିପଦାରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ କିସ୍ତି ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମହିଳା ଆକାଉଣ୍ଟକୁ ୫ହଜାର ଟଙ୍କା ଲେଖାଏଁ ଆସିଥିବା ମେସେଜ ଆସିବା ପରେ ଖୁସର ଲହରି//ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ମଞ୍ଚେଶ୍ଵର ଠାରେ ରକ୍ତଦାନ ଶିବିର//ଜମ୍ମୁ କଶ୍ମୀର : ଜଙ୍ଗଲରୁ ମିଳିଲା ଅପହୃତ ଯବାନଙ୍କ ମୃତଦେହ, ଶରୀରରେ ଗୁଳିମାଡ ସହ ରହିଛି କ୍ଷତ ଚିହ୍ନ//ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ, ଶଙ୍ଖଭବନରେ ଶୁଭାରମ୍ଭ କଲେ ସଭାପତି ନବୀନ ପଟ୍ଟନାୟକ//ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ ତମ ଜନ୍ମ ଜୟନ୍ତୀ: ବିଧାନସଭା ପରିସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ, ସ୍ମୃତି ସଭାରେ ସାମିଲ ହେଲେ ବାଚସ୍ପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି//ବାରିପଦାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ପୁଲିସ ରିଜର୍ଭ ପଡିଆର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଲେ,//ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ମଞ୍ଚେଶ୍ଵର ଠାରେ ରକ୍ତଦାନ ଶିବିର//ଗାଡିରେ ପମ୍ପ ଦେବା ବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି : ଘଟଣାସ୍ଥଳରେ ଗ୍ୟାରେଜ୍ ମାଲିକ ମୃତ, ଅନ୍ୟ ଦୁଇ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି, ଖୋର୍ଦ୍ଧା ସଦର ଥାନା ଦଳେଇପୁଟ ଛକ ନିକଟରେ ଅଘଟଣ//ବଢିବନି ହୋମ୍‌‌ ଲୋନ୍‌‌ ଇଏମ୍‌‌ଆଇ; ୧୦ମ ଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌‌, ରେପୋ ରେଟ୍‌‌ କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି , ରିଭର୍ସ ରେପୋ ରେଟକୁ ୩.୩୫% ଓ ବ୍ୟାଙ୍କ ରେଟକୁ ୬.୭୫%ରେ ସ୍ଥିର, ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୭ପ୍ରତିଶତ ଆକଳନ//କଳାହାଣ୍ଡି: ପୂର୍ବତନ ବିଧାୟକ ଧନେଶ୍ୱର ମାଝୀଙ୍କ ୮୪ବର୍ଷ ବୟସରେ ପରଲୋକ, କେସିଙ୍ଗା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ//ଜାମ୍ମୁ କାଶ୍ମୀର ଅନନ୍ତନାଗରେ ଦୁଇ ଯବାନଙ୍କୁ ଅପହରଣ କରିନେଲେ ଆତଙ୍କବାଦୀ, ଜଙ୍ଗଲ ଭିତରୁ ଆତଙ୍କୀଙ୍କ କବଳରୁ ଜଣେ ଯବାନ ଖସି ଆସିଥିବାନେଇ ଏଏନଆଇର ସୂଚନା, ଅନ୍ୟ ଜଣଙ୍କର ମିଳୁନି ପତ୍ତା, ନିଖୋଜ ଯବାନଙ୍କୁ ଖୋଜିବାକୁ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ୍ ଜୋରଦାର// ଜଗତଜନନୀଙ୍କ ଶାରଦୀୟ ପୂଜା : ମାଆ ଦୁର୍ଗାଙ୍କ ଆଗମନ ପାଇଁ ଉତ୍ସବମୂଖର ଧରାପୃଷ୍ଠ, ଆଜି ପୀଠରେ ସପ୍ତମୀ ପୂଜା ହେଉଥିବାବେଳେ ମଣ୍ଡପରେ ମହାଷଷ୍ଠୀ , ସବୁଠି ଅଧ୍ୟାତ୍ମିକ ପରିବେଶ, ସୁନ୍ଦର ସାଜସଜ୍ଜା ସାଙ୍ଗକୁ ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ// ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ, ପୁଣ୍ୟାତ୍ମାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଜନ୍ମପୀଠ ସୁଆଣ୍ଡୋରେ ଶୋଭାଯାତ୍ରା

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od