Posted inଆମ ଜିଲା ଖବର, ରାଜ୍ୟ, ସୁବର୍ଣ୍ଣପୁର
ପୋଲିସ ପିସ୍ତରୁ ଫୁଟିଲା ଗୁଳି: ଚାଲିଗଲା ୨ ଜୀବନ

ବିନିକା,୬।୮: ସୁବର୍ଣ୍ଣପୁର ଜିଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲମାଲ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଳି ମାଡ଼ରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଜଣେ ପୋଲିସ କର୍ମଚାରୀଙ୍କ ସର୍ଭିସ ପିସ୍ତରୁ ଏହି ଗୁଳି ଫୁଟିଥିବା ଜଣାପଡିଛି। ଏପରିକି ବଚସାରୁ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ପୋଲିସ ଏକ ଖୋଲା ପଡ଼ିଆରୁ ୨ଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ତାରେ ମୃତଦେହ ଜବତ କରି ଡାକ୍ତରଖାନା ପଠାଇଛି।
Posted inଆମ ଜିଲା ଖବର, ରାଜ୍ୟ, ସୁବର୍ଣ୍ଣପୁର View All
Posted inଆମ ଜିଲା ଖବର, ରାଜ୍ୟ, ସୁବର୍ଣ୍ଣପୁର View All

ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ବିଲରେ ଓଲଟିଲା ପିକଅପ୍ ଭ୍ୟାନ୍
କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋରାପୁଟରୁ ଜୁନାଗଡ଼ ଆସୁ୍ଥିବା ଏକ ପିକଅପ୍ ଭ୍ୟାନ୍( ଓଡି ୧୦ ଏସ୍-୦୦୫୪) ୨୬ନମ୍ବର ଜାତୀୟ ରାଜପଥ କଳାହାଣ୍ଡି ଜିଲା କୋକସରା ବ୍ଲକ…

‘ବବି କହିଥିଲେ ତୁମ କଥା ବୁଝାଯିବ’, ବଡ଼ ଅଭିଯୋଗ ଆଣିଲେ ମମତା ମହନ୍ତ
ଭୁବନେଶ୍ୱର, ୦୬।୦୮: ବିଜୁ ଜନତା ଦଳ ତଥା ରାଜ୍ୟସଭାରୁ ଇସ୍ତଫା ଦେଇଥିବା ମମତା ମହନ୍ତ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁରେ ବଡ ଅଭିଯୋଗ…

ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ : ୩ ଗୁରୁତର
ମୋରଡା,୬।୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳରେ ମଙ୍ଗଳବାର ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଘଟିଛି। ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ…

ନିମାପଡ଼ା ମୁଖ୍ୟ କେନାଲରେ ୧୫ ଫୁଟର ଘାଇ
ନିମାପଡ଼ା,୬।୮: ପୁରୀ ଜିଲା ନିମାପଡ଼ା ମୁଖ୍ୟ କେନାଲର ମୁରାରିପୁରଠାରେ ମଙ୍ଗଳବାର ୧୫ ଫୁଟ ଓସାରର ଏକ ଘାଇ ସୃଷ୍ଟି ହୋଇଛି। ଫଳରେ କେନାଲ ପାଣି ମାଡିଯାଇ…

ବିଶ୍ୱସ୍ତରୀୟ ହେବ ରାଜ୍ୟର ୭୫ ହଜାର କିଲୋମିଟର ରାସ୍ତା
ଭୁବନେଶ୍ୱର, ୦୬।୦୮: ରାଜ୍ୟର ୭୫ ହଜାର କିଲୋମିଟର ରାସ୍ତାକୁ ବିଶ୍ୱସ୍ତରୀୟ ରାସ୍ତାରେ ପରିଣତ କରିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ…

କାରଖାନାରେ ଗ୍ୟାସ ଲିକ୍: ଜଣେ ଶ୍ରମିକ ମୃତ, ୫ ଅସୁସ୍ଥ
ଝାରସୁଗୁଡ଼ା,୬।୮: ଝାରସୁଗୁଡ଼ା ଜିଲା ବୁଢିପଦର ସ୍ଥିତ ଓଡ଼ିଶା ମେଟାଲିକ କାରଖାନାରେ ମଙ୍ଗଳବାର ଏକ ବଡ଼ ଧରଣର ଅଘଟଣ ଘଟିଛି। କାରଖାନାରେ ଗ୍ୟାସ୍ ଲିକ୍ ହୋଇ ଜଣେ…

ବଜାରରେ ନାହିଁ ଆଳୁ: ପୁଣି ବଢ଼ିଲା ଦର
ଭୁବନେଶ୍ୱର,୬।୮: ପୁଣି ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଇଛି। ଆଳୁ ଦର ଆକାଶ ଛୁଆଁ ହୋଇଛି। ଆଳୁକୁ ନେଇ ଏବେ ମଧ୍ୟ ଟେନ୍ସନ ଲାଗି ରହିଥିବା ବେଳେ…

ଓପି ଜିନ୍ଦଲ ଫୁଟବଲ ଟୁନାମେଣ୍ଟ ଉଦଘାଟିତ
ଟେନସା,୬।୮(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା ଟେନସାସ୍ଥିତ ଜିନ୍ଦଲ ଖଣିର ମାଲିକ ସୱର୍ଗତ ଓମ ପ୍ରକାଶ ଜିନ୍ଦଲଙ୍କ ୯୪ତମ ଜନ୍ମ ବାର୍ଷିକ ଉତ୍ସବରେ ଫୁଟବଲ ଟୁନାମେଣ୍ଟ…