ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ ଅବଧି ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି, ଚଳିତବର୍ଷ ଖରିଫ ଋତୁ ଚାଷ ପାଇଁ କଟ୍ ଅଫ ବୃଦ୍ଧି କଲେ କେନ୍ଦ୍ର ସରକାର // ଦୁଇଟି ସମବାୟ ବୋର୍ଡ ଭାଙ୍ଗିଲେ ରାଜ୍ୟ ସରକାର, ଦୁର୍ନୀତି ଅଭିଯୋଗ ଆସିବା ପରେ ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ସମବାୟ ଗୃହ ନିର୍ମାଣ ନିଗମକୁ ଭାଙ୍ଗିଲେ ସରକାର, ନିଜେ ବୁଝିବେ ସମସ୍ତ ବ୍ୟାପାର // ବିଧାନସଭାରେ ୯୫ ହଜାର କୋଟିର ଲେଖାନୁଦାନ ପାରିତ, ଅଗଷ୍ଟ ୨୦ ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି // ମିଳିଲା କେରଳ ଭୂସ୍ଖଳନରେ ନିଖୋଜ ଓଡିଆ ଡାକ୍ତରଙ୍କ ମୃତଦେହ, ମୃତଦେହ ମିଳିଥିବା ନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, କେରଳ ଗଲେ ପରିବାର ଲୋକେ // କେରଳ ୱାଏନାଡରେ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୫୬କୁ ବୃଦ୍ଧି // ବିଜେଡି ପ୍ରାଥମିକ ସଦସ୍ୟ ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ, ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ // ଦଳ ତାଙ୍କ ସେବାର ଆବଶ୍ୟକତା ଅନୁଭବ କରୁନଥିବା ସେ ସାମାଜିକ ଗଣମାଧ୍ୟମ ଏକ୍ସରେ ଜଣାଇଛନ୍ତି // ରାଜ୍ୟରେ ପ୍ରତିଷ୍ଠା ହେବ ୫୮ଟି ନୂଆ ଶୀତଳ ଭଣ୍ଡାର, ବିଧାନସଭାରେ ତଥ୍ୟ ଦେଲେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ // ଭୂସ୍ଖଳନ ସମ୍ପର୍କରେ ସପ୍ତାହେ ଆଗରୁ କେରଳ ସରକାରଙ୍କୁ କରାଯାଇଥିଲା ସତର୍କ, ରାଜ୍ୟସଭାରେ ସୂଚନା ଦେଲେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ // ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ବନ୍ଦ, ଏବେ ୧୪ଟି ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ // ରାଜ୍ୟରେ ଅଗଷ୍ଟ ୨ ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତାକାଲି ପାଇଁ ୨୨ ଜିଲ୍ଲାକୁ ସତର୍କତା ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର // ଅଗଷ୍ଟ ୨ରେ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ମଧ୍ୟ ସତର୍କତା ଜାରି //
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ ଅବଧି ବଢ଼ିଲା
18
previous post