Sunday, January 12, 2025
Home ସମାଜ ଟିଭି ଗୃହିଣୀଙ୍କ ପାଇଁ ଆସିଗଲା ସୁନ୍ଦର ଶାଢିର କଲେକ୍ସନ୍

ଗୃହିଣୀଙ୍କ ପାଇଁ ଆସିଗଲା ସୁନ୍ଦର ଶାଢିର କଲେକ୍ସନ୍

by
0 comment

ଭୁବନେଶ୍ଵର: ଓଏଏସ ଅଧିକାରୀ ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠିଲା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦାୟିତ୍ଵ ଦେଲେ ରାଜ୍ୟ ସରକାର // ଭୁବନେଶ୍ଵର: ବିଧାନସଭା ଅପରାହ୍ନ ୪ଟା ଯାଏ ମୁଲତବୀ, ବିରୋଧୀ-ଶାସକ ମୁହାଁମୁହିଁ ହେବାରୁ ଗୃହରେ ହଟ୍ଟଗୋଳ ହେବାରୁ ମୁଲତବୀ ଘୋଷଣା କଲେ ବାଚସ୍ପତି // ଚଣ୍ଡୀଗଡ଼: ପଞ୍ଜାବରେ ୭ ସନ୍ଦିଗ୍ଧ ଆତଙ୍କବାଦୀ ଚିହ୍ନଟ, ସମସ୍ତଙ୍କ ସ୍କେଚ ଜାରି କଲା ପୁଲିସ, ପଠାନକୋଟରେ ହାଇ ଆଲର୍ଟ // ଭିଜିଲାନ୍ସ ଜାଲରେ ବଲାଙ୍ଗିର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ରେଡ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଚଢାଉ, ଏକ ସଙ୍ଗେ ୯ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ୍‍//ବଲାଙ୍ଗିର: ଗୋଟିଏ ଗାଁରେ ୭ଦିନରେ ଝାଡାବାନ୍ତିରେ ୩ଜଣଙ୍କ ମୃତ୍ୟୁ ସୂଚନା, ପୁଇଁତଳା ବ୍ଲକ କୁରୁଳ ଗାଁରେ ବଢୁଛି ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା//ଆଜିଠୁ ଭାରତର ପ୍ୟାରିସ୍‍ ଅଭିଯାନ ଆରମ୍ଭ ହେବ, ଆର୍ଚେରୀ ଟିମ୍‍ ଇଭେଣ୍ଟରୁ ଅଭିଯାନ ଆରମ୍ଭ କରିବ ଭାରତ, ଭାରତୀୟ ସମୟ ଅପରାହ୍ନ ୧ଟା ଓ ୫ଟା ୪୫ରେ ହେବ ପ୍ରତିଯୋଗିତା//ନୟାଗଡରେ ଅଘଟଣ: ବନ୍ଦ ଘରୁ ବାପା, ଝିଅଙ୍କ ମୃତଦେହ ଉଦ୍ଧାର, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କଲା ପୁଲିସ୍, ଝୁଲନ୍ତା ଅବସ୍ଥାରେ ବାପାର ମୃତଦେହ ଉଦ୍ଧାର, ୫ ବର୍ଷର ଝିଅର ଘର ବେଡ୍ ଉପରୁ ମୃତଦେହ ଉଦ୍ଧାର, ଝିଅକୁ ହତ୍ୟା କରି ବାପା ଆତ୍ମହତ୍ୟା କରିଥିବା ପୁଲିସର ସନ୍ଦେହ//ଆଜି ଆସିବ ରାଜ୍ୟ ବଜେଟ୍; ଆଜି ଅପରାହ୍ନରେ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ//ଜଳ ବଳୟରେ ଗୁଜୁରାଟର ସୁରଟ : ବର୍ଷା କମିଥିଲେ ବି ସୁଧୁରିନି ସ୍ଥିତି, ଏବେବି ପାଣି ଘେରରେ ଶହ ଶହ ବିପନ୍ନ , ରାସ୍ତା ଲହଡି ଭାଙ୍ଗୁଛି ପାଣିର ସୁଅ, ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ, ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା//ସକ୍ରିୟ ମୌସୁମୀ: ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା , ଆଜି ପାଇଁ ୧୩ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ, ୨୮ ଯାଏଁ ପ୍ରବଳ ବର୍ଷିବ//ପ୍ରବଳ ବର୍ଷାରେ ଧୋଇଗଲା ରାସ୍ତା ସୁବର୍ଣ୍ଣପୁର ବିନିକା ବ୍ଲକ ବାଉଁଶୁଣୀରୁ କଇନ୍ତରା ଗାଁକୁ ଯାଇଥିବା ରାସ୍ତା, ରାସ୍ତାରେ ସୃଷ୍ଟି ହେଲା ୮ଫୁଟର ଘାଇ , ତୁରନ୍ତ ରାସ୍ତା ମରାମତି ଦାବି

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od