//ଜୁଲାଇ ୧୪ରୁ ଖୋଲିବ ରତ୍ନଭଣ୍ଡାର, ଏସଓପିକୁ ମିଳିଲା ମଞ୍ଜୁରୀ। ରତ୍ନଭଣ୍ଡାର କେତେବେଳେ ଖୋଲିବ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ବ ଦିଆଯାଇଛି। ଶୁଭ ସମୟ ଦେଖି ମୁଖ୍ୟ ପ୍ରଶାସକ ଏହାର ନିଷ୍ପତ୍ତି ନେବେ।ରତ୍ନଭଣ୍ଡାର ଗଣତି ଓ ମଣତି ନେଇ ଆରବିଆଇ ସହାୟତା ନିଆଯିବ। ତାଙ୍କ ପ୍ରତିନିଧି ଉପସ୍ଥିତ ରହିବେ।ଅଳଙ୍କାରର ସଂଖ୍ୟା, ମାନ ଏବଂ ଓଜନ ନିର୍ଦ୍ଧାରଣ କରାଯିବ। ଅଳଙ୍କାରଗୁଡ଼ିକର ଡିଜିଟାଲ ଫଟୋଗ୍ରାଫି କରାଯିବ।//ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ, ଶ୍ରୀମନ୍ଦିର ପ୍ରଶାସନକୁ ମାନକ ସଂଚାଳନ ପ୍ରକ୍ରିୟା (ଏସଓପି) ପ୍ରଦାନ କଲେ ରାଜ୍ୟ ସରକାର // ଏସଓପି ନେଇ ଶ୍ରୀମନ୍ଦିର ପ୍ରଶାସନର ଚାଲିଛି ଜରୁରୀ ବୈଠକ // କଟକ ତ୍ରିଶା ହସ୍ପିଟାଲରେ ନିଆଁ ଲାଗିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ // ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ସମସ୍ତ ଚିକିତ୍ସାଧୀନ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର // ଏସି ସର୍ଟ ସର୍କିଟରୁ ଧୂଆଁ ବ୍ୟାପିଥିବା ସଫେଇ ଦେଲେ ତ୍ରିଶା ହସ୍ପିଟାଲ ମ୍ୟାନେଜର //
କୂଅ ଭିତରୁ ଶିଆଳ ଉଦ୍ଧାର
50
previous post