ଆଇସିସି ଟି-୨୦ କ୍ରିକେଟ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା, ଟସ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି // ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜୁଲାଇ ୧୨ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ // ଅନୁଗୁଳରେ କୁମ୍ଭୀର ଆକ୍ରମଣରେ ନାବାଳକର ମୃତ୍ୟୁ ଘଟଣାରେ ୬ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ // ରାଜ୍ୟରେ ୧୨୨.୩୯ କୋଟି ବ୍ୟୟରେ ୯୭.୨୭ କିମି ୨୯ଟି ନୂଆ ରାସ୍ତା ନିର୍ମାଣ ଓ ନବୀକରଣକୁ ମଂଜୁରୀ, ୧୦୦ ଜନସଂଖ୍ୟାରୁ ଅଧିକ ୩୩ଟି ଜନବସତିକୁ ହେବ ପକ୍କା ରାସ୍ତା ନିର୍ମାଣ // ଜୁଲାଇ ୧ରୁ ଭୁବନେଶ୍ୱର ୟୁନିଟ-୫ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପ୍ରସ୍ତୁତି ଚୂଡାନ୍ତ // ଲକ୍ଷ୍ମୀ ବସ୍ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା, କହିଲେ ପରିବହନ ମନ୍ତ୍ରୀ ବିଭୁତି ଜେନା // ଗତ ୨୪ ଘଣ୍ଟାରେ ୧୦ଟି ସ୍ଥାନରେ ପ୍ରବଳ ବର୍ଷା ସୂଚନା, ନୟାଗଡରେ ସର୍ବାଧିକ ୧୭୦.୫ ମିମି ବର୍ଷା // ଲଘୁଚାପ ପ୍ରଭାବରେ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ସୂଚନା // ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ୨ ଉପ-ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି //
ଆନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କଲେ ବିରାଟ କୋହଲି
81