Sunday, February 23, 2025
Home iphone 15 discount price in india odia news ଶସ୍ତାରେ ମିଳୁଛି ଆଇଫୋନ୍ ୧୫; ଫ୍ଲିପକାଟରେ ବମ୍ଫର ଅଫର୍ ..

ଶସ୍ତାରେ ମିଳୁଛି ଆଇଫୋନ୍ ୧୫; ଫ୍ଲିପକାଟରେ ବମ୍ଫର ଅଫର୍ ..

by
0 comment

Mo BAPa campaign

ନୂଆଦିଲ୍ଲୀ : ଶସ୍ତାରେ ମିଳୁଛି ଆଇଫୋନ୍। ଯଦି ଆଇଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହା ସୁବର୍ଣ୍ଣ ସୁଯୋଗ। ଆଇଫୋନ୍ ୧୫ରେ ଏବେ ଆକର୍ଷଣୀୟ ଅଫର୍ ମିଳୁଛି। ଏହାକୁ ଏବେ ଶସ୍ତାରେ କିଣିପାରିବେ। ଏହି ଆଇଫୋନ୍ ଏବେ ଫ୍ଲିପକାର୍ଟରେ ଡିସକାଉଣ୍ଟରେ ମିଳୁଛି। କମ୍ପାନୀ ଏହାକୁ ୭୯,୯୦୦ ଟଙ୍କାରେ ଲଞ୍ଚ କରି ଥିଲା।
ଫ୍ଲିପକାର୍ଟରେ ଆଇଫୋନ୍ ୧୫ ବର୍ତ୍ତମାନ ସମୟରେ ୭୦,୯୯୯ ଟଙ୍କା ତାଲିକାରେ ରହିଛି। କମ୍ପାନୀ ପ୍ରାୟ ୯ ହଜାର ଟଙ୍କାର ରିହାତି ଦେଉଛି। ଏହା ବ୍ୟତୀତ ୪ହଜାର ଟଙ୍କାର ରିହାତି ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ ତଥା ଡେବିଟ୍ କାର୍ଡରେ ମିଳୁଛି। ଏହାପରେ ଏହି ଫୋନ୍ ଆପଣଙ୍କୁ ୬୬,୯୯୯ ଟଙ୍କାରେ ମିଳିବ।
ପ୍ରାୟ ୧୩ ହଜାର ଟଙ୍କା ବଞ୍ଚାଇ ପାରିବେ। ଏହା ଆହୁରି କମ୍ ଟଙ୍କାରେ ମିଳି ପାରିବ ବୋଲି କୁହାଯାଉଛି।
ଆଇଫୋନ୍ ୧୫ରେ ୬.୧ ଇଞ୍ଚର ସୁପର୍ ରେଟିନା ଏକ୍ସଡିଆର୍ ଡିସପ୍ଲେ ମିଳୁଛି।

ଜୁନରେ ଗଜକେଶରୀ ରାଜଯୋଗ : ଏହି ରାଶିଙ୍କର ଆଉ ଚିନ୍ତା ନାହିଁ; ମିଳିବ ଟଙ୍କା, ହେବ ବିବାହ..

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od