Sunday, February 23, 2025
Home ଆମ ଓଡ଼ିଶା ୬୭୪ କର୍ମଚାରୀଙ୍କ ପୋଷ୍ଟାଲ ବ୍ୟାଲଟ ମାଧ୍ୟମରେ ମତଦାନ

୬୭୪ କର୍ମଚାରୀଙ୍କ ପୋଷ୍ଟାଲ ବ୍ୟାଲଟ ମାଧ୍ୟମରେ ମତଦାନ

by
0 comment

୬୭୪ କର୍ମଚାରୀଙ୍କ ପୋଷ୍ଟାଲ ବ୍ୟାଲଟ ମାଧ୍ୟମରେ ମତଦାନ

BJD Bijuli 480×75 Mob

ଆଠଗଡ: ଆଠଗଡରେ ୧୪ତାରିଖରୁ ଏଠାରେ ୫ଦିନ ଧରି ନିର୍ବାଚନରେ ନିୟୋଜିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରିବା ଅବସରରେ ସେମାନଙ୍କର ପୋଷ୍ଟାଲ ଭୋଟ ଗ୍ରହଣ କରାଯାଇଛି। ଏହି ୫ଦିନ ମଧ୍ୟରେ ୬୭୪ଜଣ ନିର୍ବାଚନରେ ନିୟୋଜିତ କର୍ମଚାରୀ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ସେମାନଙ୍କର ମତଦାନ କରିଛନ୍ତି। ଏଥିରେ ସେମାନେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ କରିଥିବାବେଳେ ସେମାନଙ୍କର ଭୋଟ ଜଉମୁଦ ଲଫାପାରେ ସଂପୃକ୍ତ ନିର୍ବାଚନ ମଣ୍ଡଳିର ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଇବାର ବ୍ୟବସ୍ଥା କରାଯାଇଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od