Monday, February 24, 2025
Home amit-shah-and-rajnath-singh-visit-odisha ୮ରେ ରାଜନାଥ ଓ ୧୨ରେ ଓଡ଼ିଶା ଆସିବେ ଅମିତ ଶାହ

୮ରେ ରାଜନାଥ ଓ ୧୨ରେ ଓଡ଼ିଶା ଆସିବେ ଅମିତ ଶାହ

by
0 comment

//ଅସହ୍ୟ ତାତି: ସାଢ଼େ ୨ଟା ସୁଦ୍ଧା ୪୪ ଡିଗ୍ରୀ ଛୁଇଁଲା ପାରଦ। ୪୪ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର। କେନ୍ଦୁଝର ୪୩, ସମ୍ବଲପୁର ୪୨.୭, ରାଉରକେଲା ୪୨.୨, ହୀରାକୁଦ ୪୧.୮, ଚାନ୍ଦବାଲି ୪୦.୨, ଭୁବନେଶ୍ବର ୩୯.୯ ଡିଗ୍ରୀ ସେଲସିୟସ ରେକର୍ଡ //ଆସନ୍ତା ୮ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,୧୨ ରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହ//୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ//୬ ଓ ୮ ତାରିଖ ଦୁଇ ଦିନ ପ୍ରବଳ ଝଡ ବର୍ଷା ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ//ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ସୁରକ୍ଷାରେ ମୂତୟନ ହେବେ ୨୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ//ପଟିଆ-ସିପିଇଟି ରାସ୍ତାରେ ଗାଡ଼ି ଚଢ଼ାଇ ପତ୍ନୀଙ୍କୁ ମାରିଦେବାକୁ ଉଦ୍ୟମ। ଅଭିଯୁକ୍ତ ପ୍ରଥମେ ପତ୍ନୀଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲେ। ସ୍କୁଟିରୁ ପଡ଼ିଯିବା ପରେ ତାଙ୍କୁ ୫୦୦ ମିଟର ଘୋଷାରି ନେଇଥିଲେ। ସ୍କୁଟିରୁ ପଡ଼ିଯିବା ପରେ ତାଙ୍କୁ ଘୋଷାରି ନେଇ ମାରିବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକେ ଗାଡ଼ିକୁ ପିଛା କରି ଅଭିଯୁକ୍ତକୁ ଧରିଥିଲେ। ଗୁରୁତର ପତ୍ନୀଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଅଭିଯୁକ୍ତ ସ୍ବାମୀକୁ ଧରି ପୁଲିସ ଜିମାରେ ଦେଇଥିଲେ ଲୋକେ। //କୋରାପୁଟ: ପାହାଡ଼ରୁ ଧସିଲା ପଥର। ପଥର ଧସି ରେଳ ଇଞ୍ଜିନ ଉପରେ ପଡ଼ିଲା। ମାଲବାହୀ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ। ଶିବଲିଙ୍ଗପୁରମ ନିକଟରେ ଘଟିଛି ଘଟଣା। କୋରାପୁଟ-ବିଶାଖାପାଟଣା ରେଳ ଚଳାଚଳ ବନ୍ଦ। ବିଶାଖାପାଟଣାରୁ କିରଂଡୁଲ ଆସୁଥିଲା ମାଲବାହୀ ଟ୍ରେନ। //ତୃତୀୟ ପର୍ଯ୍ୟାୟ ନିର୍ବାଚପ ପାଇଁ ଆଜି ସରିବ ପ୍ରଚାର। ତୃତୀୟ ପର୍ଯ୍ୟାୟ ପାଇଁ ମେ’ ୭ରେ ନିର୍ବାଚନ। ୧୧ରେ ରାଜ୍ୟର ୯୩ ଆସନ ପାଇଁ ହେବ ମତଦାନ।//ଯାଜପୁର ରୋଡ୍ ଥାନା ବେଙ୍ଗପାଟିଆ ଗାଁରେ ଅଘଟଣ: ବିଦ୍ୟୁତ୍ ଆଘାତରେ ବାପାପୁଅ ମୃତ, ମାଆ ଗୁରୁତର//ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି  ନଡ୍ଡା : ସୁରକ୍ଷା ବ୍ୟବସ୍ଥା କଡାକଡି//ମୋହନାରେ ପାଣି ପାଇଁ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ : ରାସ୍ତାରେ ଗରା, ବାଲଟି ରଖି ପ୍ରତିବାଦ, ଯାତାୟାତ ପ୍ରଭାବିତ//ଜାମ୍ମୁ କାଶ୍ମୀର ପୁଞ୍ଚରେ ଆତଙ୍କୀ ହମଲା ପରେ ଜୋରଦାର ଚେକିଂ : ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ ପକ୍ଷରୁ କଡାକଡି ଚେକିଂ ସହ ନାକାବନ୍ଦୀ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od